କଂଗ୍ରେସ-ଜେଡିଏସ୍‌ ମଧ୍ୟରେ ପ୍ରାକ୍ ନିର୍ବାଚନୀ ମେଣ୍ଟ, ଏକାଠି ଲଢ଼ିବେ ୧୯ ସାଧାରଣ ନିର୍ବାଚନ

ବାଙ୍ଗାଲୁରୁ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧୀ ମହାମେଣ୍ଟର ପଡ଼ିଛି ମୂଳଦୁଆ।  କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ଆଜି ନିର୍ବାଚନ ଲଢିବା ନେଇ ହୋଇଛି ସହମତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଛି। କଂଗ୍ରେସ ଜେଡିଏସ୍ ମେଣ୍ଟ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା କେ. ସି ବେଣୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସହ କଂଗ୍ରେସ ନେତାଙ୍କ ସହମତି ହୋଇଛି । […]

bt

bt

Rakesh Mallick
  • Published: Friday, 01 June 2018
  • Updated: 01 June 2018, 07:20 PM IST

Sports

Latest News

ବାଙ୍ଗାଲୁରୁ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧୀ ମହାମେଣ୍ଟର ପଡ଼ିଛି ମୂଳଦୁଆ।  କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ଆଜି ନିର୍ବାଚନ ଲଢିବା ନେଇ ହୋଇଛି ସହମତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଛି। କଂଗ୍ରେସ ଜେଡିଏସ୍ ମେଣ୍ଟ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା କେ. ସି ବେଣୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସହ କଂଗ୍ରେସ ନେତାଙ୍କ ସହମତି ହୋଇଛି । ଜେଡିଏସକୁ ଅର୍ଥମନ୍ତ୍ରୀ ପଦ ଦେବା ନେଇ କର୍ଣ୍ଣାଟକ କଂଗ୍ରେସ ରାଜି ହୋଇଛି। ସେହିପରି ଗୃହ ଏବଂ ବେଙ୍ଗାଲୁରୁ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କଂଗ୍ରେସ ଦଳରୁ ହେବାକୁ ଉଭୟଙ୍କ ମଧ୍ୟରେ ସହମତି ହୋଇଛି। ମନ୍ତ୍ରିମଣ୍ଡଳ ଗଠନ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ଦୁଇ ଦଳ ମଧ୍ୟରେ ହୋଇଥିବା ମେଣ୍ଟକୁ ସୁରୁଖୁରୁରେ ଚଳାଇବାକୁ ନେଇ ଏକ ଯୁଗ୍ମ କମିଟି ମଧ୍ୟ ଗଠନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story