କଂଗ୍ରେସ ଛାଡ଼ିବେ କି ସିନ୍ଧିଆ ? ଟୁଇଟରରେ ଦେଲେ ଏମିତି ଇସାରା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋଶାଲ ମିଡିଆ ଟୁଇଟରରେ ନିଜ ପରିଚୟ ବଦଳାଇଛନ୍ତି। ପୂର୍ବରୁ ତାଙ୍କର ପରିଚୟ ଟୁଇଟରରେ କଂଗ୍ରେସ ନେତା ଏବଂ ପୂର୍ବତନ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଥିଲା। ହେଲେ ଏବେ ସେ ଏହାକୁ ହଟାଇ ଲୋକଙ୍କ ସେବକ ଓ କ୍ରିକେଟ ପ୍ରେମୀ ବୋଲି ଉଲ୍ଲେଖ କରିଛନ୍ତି। ସିନ୍ଧିଆ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଏବ ନିଜେ ଏହାର ପ୍ରତିକ୍ରିୟା ରଖିଛନ୍ତି। ସମସ୍ତ ଚର୍ଚ୍ଚାକୁ ଭିତ୍ତିହୀନ ବୋଲି ସେ […]

sindhia

sindhia

Subhransu Sekhar
  • Published: Monday, 25 November 2019
  • Updated: 25 November 2019, 03:20 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋଶାଲ ମିଡିଆ ଟୁଇଟରରେ ନିଜ ପରିଚୟ ବଦଳାଇଛନ୍ତି। ପୂର୍ବରୁ ତାଙ୍କର ପରିଚୟ ଟୁଇଟରରେ କଂଗ୍ରେସ ନେତା ଏବଂ ପୂର୍ବତନ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଥିଲା। ହେଲେ ଏବେ ସେ ଏହାକୁ ହଟାଇ ଲୋକଙ୍କ ସେବକ ଓ କ୍ରିକେଟ ପ୍ରେମୀ ବୋଲି ଉଲ୍ଲେଖ କରିଛନ୍ତି।

[caption id="attachment_464355" align="aligncenter" width="750"] ପୂର୍ବରୁ ଟୁଇଟରରେ ଲେଖାଥିବା ପରିଚୟକ[/caption]

ସିନ୍ଧିଆ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଏବ ନିଜେ ଏହାର ପ୍ରତିକ୍ରିୟା ରଖିଛନ୍ତି। ସମସ୍ତ ଚର୍ଚ୍ଚାକୁ ଭିତ୍ତିହୀନ ବୋଲି ସେ କହିଛନ୍ତି। ପୂର୍ବରୁ ସେ ମଧ୍ୟ ତାଙ୍କ ଟୁଇଟରରେ କଂଗ୍ରେସ ନାଁ ଉଲ୍ଲେଖ କରିନଥିଲେ। ସମର୍ଥକଙ୍କ ପରାମର୍ଶକ୍ରମେ ଏଭଳି 'ଲୋକଙ୍କ ସେବକ' ବୋଲି ଲେଖିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ବିବାଦ ଚାଲିଛି। ଅଗଷ୍ଟ ୩୦ରେ ସେ ଏକ ମନ୍ତବ୍ୟ ରଖିଥିଲେ ଯାହାକି ଏବେ ସେ ଦଳ ଛାଡ଼ିବେ ବୋଲି ଚିନ୍ତା କରୁଛନ୍ତି ବୋଲି ଆକଳନ କରାଯାଉଛି। ସେ କହିଥିଲେ, ମୋତେ ରାଜ୍ୟ ସଭାପତି କର ନଚେତ ମୁଁ ଅନ୍ୟ ବିକଳ୍ପ ଦେଖିବି। ତାଙ୍କ ସମ୍ପର୍କୀୟମାନଙ୍କର ବିଜେପିରେ ଖୁବ୍‌ ପ୍ରଭାବ ରହିଥିବାରୁ ଏହାକୁ ସହଜରେ ଏଡ଼ାଇ ଦେଇ ହେଉନାହିଁ। ରାଜ୍ୟରେ କଂଗ୍ରେସ ସଂଗଠନ ସଜାଡ଼ିବାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ବଡ଼ ଭୂମିକା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story