ମଧ୍ୟପ୍ରଦେଶରେ ବିଜେପିକୁ ଝଟ୍‌କା: ଉପନିର୍ବାଚନରେ କଂଗ୍ରେସର ବାଜିମାତ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶର ଚିତ୍ରକୂଟ ବିଧାନସଭା ଆସନ ବଜାୟ ରଖିଲା କଂଗ୍ରେସ। ଉପ ନିର୍ବାଚନରେ ୧୬ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ତିଲାଂଶୁ ଚତୁର୍ବେଦୀ। ତାଙ୍କୁ ୬୮ ହଜାର ୮୧୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଶଙ୍କର ଦୟାଲ ତ୍ରିପାଠୀଙ୍କୁ ମିଳିଛି ୫୨ ହଜାର ୬୬୭ ଖଣ୍ଡ ଭୋଟ୍। ବିଜେପିର ଏହି ପରାଜୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ପାଇଁ ଝଟକା ବୋଲି କୁହାଯାଉଛି। ତିନି ଦିନ ଧରି ସେଠାରେ […]

chitrakoot-by-election-congress-twitter-650_650x400_71510485800

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 11:53 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶର ଚିତ୍ରକୂଟ ବିଧାନସଭା ଆସନ ବଜାୟ ରଖିଲା କଂଗ୍ରେସ। ଉପ ନିର୍ବାଚନରେ ୧୬ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ତିଲାଂଶୁ ଚତୁର୍ବେଦୀ। ତାଙ୍କୁ ୬୮ ହଜାର ୮୧୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଶଙ୍କର ଦୟାଲ ତ୍ରିପାଠୀଙ୍କୁ ମିଳିଛି ୫୨ ହଜାର ୬୬୭ ଖଣ୍ଡ ଭୋଟ୍। ବିଜେପିର ଏହି ପରାଜୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ପାଇଁ ଝଟକା ବୋଲି କୁହାଯାଉଛି। ତିନି ଦିନ ଧରି ସେଠାରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ। ଗରିବଙ୍କ ଘରେ ରାତି କଟାଇବା ସହ ସେମାନଙ୍କ ସହ ଖାଇଥିଲେ, କିନ୍ତୁ ସେସବୁ ଗାଁରେ ଗାଁରେ ବିଜେପିକୁ ଭୋଟ୍ ଅତ୍ୟନ୍ତ କମ୍ ମିଳିଛି। ଏପରିକି ଏହା ଉତ୍ତର ପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳ ଥିବାରୁ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା ବି ଜୋରଦାର କାମ୍ପେନ କରିଥିଲେ। ଏହାସତ୍ୱେ ବିଜେପିକୁ ସଫଳତା ମିଳିପାରିନି। ସେପଟେ ବିଜେପି କହିଛି, ଏହା କଂଗ୍ରେସର ଆସନ ଥିଲା ତେଣୁ କଂଗ୍ରେସର ବିଜୟ କିଛି ବଡ଼ କଥା ନୁହେଁ। କଂଗ୍ରେସ ବିଧାୟକ ପ୍ରେମ୍ ସିଂହଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା। ଗତ ୯ ତାରିଖରେ ଏଠାରେ ଭୋଟିଂ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story