କରୋନା ନେଲା କଂଗ୍ରେସ ସାଂସଦ ଏଚ୍‌ ବସନ୍ତକୁମାରଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ପ୍ରଥମଥର ପାଇଁ ଜଣେ ସାଂସଦଙ୍କ ଜୀବନ ନେଇଛି। ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ସାଂସଦ ବସନ୍ତ କୁମାର ଆଜି କରୋନାରେ ପ୍ରାଣ ହରାଇଛନ୍ତି। ଅଗଷ୍ଟ ୧୦ରେ ୭୦ ବର୍ଷୀୟ ବସନ୍ତକୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପ୍ରଥମଥର ତାମିଲନାଡୁରୁ ସାଂସଦ ହୋଇଥିବା ବସନ୍ତକୁମାର ଏହାପୂର୍ବରୁ ଦୁଇଥର ବିଧାୟକ ହୋଇଥିଲେ। […]

vn

vn

Hemant Lenka
  • Published: Friday, 28 August 2020
  • Updated: 29 August 2020, 03:07 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ପ୍ରଥମଥର ପାଇଁ ଜଣେ ସାଂସଦଙ୍କ ଜୀବନ ନେଇଛି। ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ସାଂସଦ ବସନ୍ତ କୁମାର ଆଜି କରୋନାରେ ପ୍ରାଣ ହରାଇଛନ୍ତି।

ଅଗଷ୍ଟ ୧୦ରେ ୭୦ ବର୍ଷୀୟ ବସନ୍ତକୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ପ୍ରଥମଥର ତାମିଲନାଡୁରୁ ସାଂସଦ ହୋଇଥିବା ବସନ୍ତକୁମାର ଏହାପୂର୍ବରୁ ଦୁଇଥର ବିଧାୟକ ହୋଇଥିଲେ। ସେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ମଧ୍ୟ ରହିଥିଲେ।

ସେ Vasanth & Co ନାଁରେ ଗୋଟିଏ ଇଲେକଟ୍ରୋନିକ୍ସ ଓ ହୋମ ଆପ୍ଲିଆନ୍ସ ଷ୍ଟୋର ତିଆରି କରିଥିଲେ। ଏହାବାଦ ବସନ୍ତ ଟିଭ ନାଁରେ ତାଙ୍କର ଏକ ସ୍ୟାଟେଲାଇଟ ଚ୍ୟାନେଲ ରହିଥିଲା।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story