ରାହୁଲଙ୍କ ମିଶନ କର୍ଣ୍ଣାଟକ : ଏଥର କ’ଣ ହେବ?

ନୂଆଦିଲ୍ଲୀ: ଗୁଜରାଟ ପରେ କଂଗ୍ରେସର ମିଶନ କର୍ଣ୍ଣାଟକ।  କଂଗ୍ରେସ କର୍ଣ୍ଣାଟକରେ ପୁଣି ଥରେ ସରକାର ଗଠନ ପାଇଁ ଅଙ୍କକଷା ଆରମ୍ଭ କରିଛି।  ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା ଏବଂ କିଛି ବରିଷ୍ଠ ଓ ଯୁବ ନେତାଙ୍କୁ ଭେଟିଛନ୍ତି।   ରାହୁଲଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।  ଏହି ଅବସରରେ ରାଜ୍ୟରେ ଦଳର ପ୍ରଦର୍ଶନ ଏବଂ ଆଗାମୀ ଯୋଜନା ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି।  ଏହାସହ ଲୋକଙ୍କ ପାଖକୁ ରାଜ୍ୟ […]

rahul

rahul

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 09:36 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟ ପରେ କଂଗ୍ରେସର ମିଶନ କର୍ଣ୍ଣାଟକ।  କଂଗ୍ରେସ କର୍ଣ୍ଣାଟକରେ ପୁଣି ଥରେ ସରକାର ଗଠନ ପାଇଁ ଅଙ୍କକଷା ଆରମ୍ଭ କରିଛି।  ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା ଏବଂ କିଛି ବରିଷ୍ଠ ଓ ଯୁବ ନେତାଙ୍କୁ ଭେଟିଛନ୍ତି।   ରାହୁଲଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।  ଏହି ଅବସରରେ ରାଜ୍ୟରେ ଦଳର ପ୍ରଦର୍ଶନ ଏବଂ ଆଗାମୀ ଯୋଜନା ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି।  ଏହାସହ ଲୋକଙ୍କ ପାଖକୁ ରାଜ୍ୟ ସରକାରଙ୍କ ସଫଳତା ପହଞ୍ଚିବା ପାଇଁ ଗୁରୁ ମନ୍ତ୍ର ଦେଇଛନ୍ତି ରାହୁଲ।  ଆସନ୍ତା ଫେବୃଆରୀ ୧୦ରୁ ୧୨ ତାରିଖ ଯାଏ ରାଜ୍ୟରେ ରାଲି ଏବଂ ଶୋଭାଯାତ୍ରା କରିବେ ରାହୁଲ।  

ଗତ କିଛି ଦିନ ତଳେ ରାହୁଲ ବାହାରିନ୍ ଗସ୍ତ କରିଥିଲେ।  ଯେଉଁଠି କର୍ଣ୍ଣାଟକରୁ ବହୁ ପରିମାଣର ଲୋକ ରୁହନ୍ତି । ତେବେ ରାହୁଲଙ୍କ ବାହାରିନ୍ ଗସ୍ତକୁ କର୍ଣ୍ଣାଟକ ନିର୍ବାଚନ ସହ ମଧ୍ୟ ଜୋଡ଼ା ଯାଉଛି । ଅନ୍ୟପଟେ ଦୁଇ ଦିନ ତଳେ କର୍ଣ୍ଣାଟକ ଗସ୍ତ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ।  ବାଙ୍ଗାଳୁରୁ ସମେତ ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ରାଲିର ଆୟୋଜନ କରିଥିଲେ ଶାହ।  ରାଜ୍ୟରେ ବ୍ୟାକ୍‌ଫୁଟ୍‌ରେ ଥିବା ବିଜେପି ଗତ କିଛି ଦିନ ମଧ୍ୟରେ ରାଲି ଏବଂ ଶୋଭଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛି। ୨୦୧୩ ବିଧାନସଭା ନିର୍ବାଚନରେ ରାଜ୍ୟରେ ୧୨୧ଟି ଆସନ୍‌ ଜିତି ବିଜେପିକୁ ଗାଦିଚ୍ୟୁତ୍ କରିଥିଲା କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story