ବିଧାୟକ ଓ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରସ୍ତାବକୁ ବିରୋଧ

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦଙ୍କ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରସ୍ତାବକୁ ବିରୋଧ କରିଛି କଂଗ୍ରେସ। ପ୍ରସ୍ତାବିତ ୧୨ଟି ସ୍ୱତନ୍ତ୍ର କୋର୍ଟ ନିର୍ମାଣକୁ ବିରୋଧ କରି କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ଆଜି ରାଜ୍ୟସଭାରେ ପ୍ରଶ୍ନ ଉଠାଇଥିଲେ। ଏହାଦ୍ୱାରା ସରକାର କ୍ଷମତାର ଦୁରୁପଯୋଗ କରିପାରନ୍ତି ବୋଲି ସେ କହିଥିଲେ। ଏପରି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ଲୋକମାନେଙ୍କ ଭାବନା ପ୍ରତି ଆଘାତ ହେବ। କେବଳ ସାଂସଦ, ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟ ବ୍ୟବସ୍ଥା କରାଯାଉଛି ବୋଲି ସେମାନେ ଭାବିବେ। […]

Parliament-of-India

Parliament-of-India

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 09:53 PM IST

Sports

Latest News

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦଙ୍କ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରସ୍ତାବକୁ ବିରୋଧ କରିଛି କଂଗ୍ରେସ। ପ୍ରସ୍ତାବିତ ୧୨ଟି ସ୍ୱତନ୍ତ୍ର କୋର୍ଟ ନିର୍ମାଣକୁ ବିରୋଧ କରି କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ଆଜି ରାଜ୍ୟସଭାରେ ପ୍ରଶ୍ନ ଉଠାଇଥିଲେ। ଏହାଦ୍ୱାରା ସରକାର କ୍ଷମତାର ଦୁରୁପଯୋଗ କରିପାରନ୍ତି ବୋଲି ସେ କହିଥିଲେ।

ଏପରି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ଲୋକମାନେଙ୍କ ଭାବନା ପ୍ରତି ଆଘାତ ହେବ। କେବଳ ସାଂସଦ, ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟ ବ୍ୟବସ୍ଥା କରାଯାଉଛି ବୋଲି ସେମାନେ ଭାବିବେ। ସାଧାରଣ ଲୋକମାନେ ବିଚାରାଧୀନ କଏଦୀ ଭାବେ ଯେପରି ଅଧିକ ଦିନ ନ ରୁହନ୍ତି, ସେଥିପାଇଁ ସରକାର ଯଥେଷ୍ଟ ସଂଖ୍ୟକ କୋର୍ଟ ତିଆରି କରିବାର ଆବଶ୍ୟକତା ବୋଲି ଶର୍ମା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story