ବାହୁବଳୀ ଫର୍ମାଟରେ କଂଗ୍ରେସ ପୋଷ୍ଟର: ଚର୍ଚ୍ଚାରେ ରାହୁଲ-ପ୍ରିୟଙ୍କାଙ୍କ ଚିତ୍ର

ଆହ୍ଲାବାଦ:ବିଜେପିର ଉତ୍‌ଥାନ ପରେ କଂଗ୍ରେସର ଘୋର ପତନ ହୋଇଛି। କେବଳ କେନ୍ଦ୍ର ନୁହଁ ଅଧିକାଂଶ ରାଜ୍ୟରେ ମଧ୍ୟ ନିଜର ସତ୍ତା ହରାଇଛି କଂଗ୍ରେସ୍‌। ସ୍ଥିତି ଏମିତି ଲୋକଙ୍କ ମନରୁ ଏହି ଦଳ ହଜି ହଜି ଯାଉଛି। ତେଣୁ ଫର୍ମକୁ ଫେରିବା ପାଇଁ ନୂଆ ନୂଆ ତରିକାକୁ ଆପଣାଉଛି କଂଗ୍ରେସ୍‌। ବିଜୟା ଦଶମୀ ଅବସରରେ ବିଭିନ୍ନ ଦଳ ପକ୍ଷରୁ ଶୁଭେଚ୍ଛା ଜଣାଯାଉଥିବା ବେଳେ କଂଗ୍ରେସ ପକ୍ଷରୁ ଏକ ଭିନ୍ନଢଙ୍ଗରେ ଶୁଭେଚ୍ଛାର ବାର୍ତ୍ତା ଦିଆଯାଇଛି। ଏକଦମ ଦୃଷ୍ଟିଆକର୍ଷଣ କଲାଭଳି। ଏନେଇ […]

rahul-1

rahul-1

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 01:02 PM IST

Sports

Latest News

ଆହ୍ଲାବାଦ:ବିଜେପିର ଉତ୍‌ଥାନ ପରେ କଂଗ୍ରେସର ଘୋର ପତନ ହୋଇଛି। କେବଳ କେନ୍ଦ୍ର ନୁହଁ ଅଧିକାଂଶ ରାଜ୍ୟରେ ମଧ୍ୟ ନିଜର ସତ୍ତା ହରାଇଛି କଂଗ୍ରେସ୍‌। ସ୍ଥିତି ଏମିତି ଲୋକଙ୍କ ମନରୁ ଏହି ଦଳ ହଜି ହଜି ଯାଉଛି। ତେଣୁ ଫର୍ମକୁ ଫେରିବା ପାଇଁ ନୂଆ ନୂଆ ତରିକାକୁ ଆପଣାଉଛି କଂଗ୍ରେସ୍‌। ବିଜୟା ଦଶମୀ ଅବସରରେ ବିଭିନ୍ନ ଦଳ ପକ୍ଷରୁ ଶୁଭେଚ୍ଛା ଜଣାଯାଉଥିବା ବେଳେ କଂଗ୍ରେସ ପକ୍ଷରୁ ଏକ ଭିନ୍ନଢଙ୍ଗରେ ଶୁଭେଚ୍ଛାର ବାର୍ତ୍ତା ଦିଆଯାଇଛି।

ଏକଦମ ଦୃଷ୍ଟିଆକର୍ଷଣ କଲାଭଳି। ଏନେଇ ଆହ୍ଲାବାଦ କଂଗ୍ରେସ ପକ୍ଷରୁ ଏକ ଆକର୍ଷଣୀୟ ପୋଷ୍ଟର ତିଆରି କରାଯାଇଛି। ଯେଉଁଥିରେ ବାହୁବଳୀ-୨ ପୋଷ୍ଟରର ଚିତ୍ରକୁ ଅଙ୍କିତ କରାଯାଇଛି। ଏହି ପୋଷ୍ଟରରେ ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ଫଟୋ ରହିଛି। ଆହ୍ଲାବାଦ କଂଗ୍ରେସ ନେତା ହସିବ୍‌ ଅହମ୍ମଦ ଏବଂ ତ୍ରିଭୁବନ ତୀୱାରୀଙ୍କ ପକ୍ଷରୁ ଏହି ପୋଷ୍ଟର ଜାରି ହୋଇଛି। ବାହୁବଳୀ-୨ରେ ଯେମିତି ପ୍ରଭାସ ଅନୁଷ୍କା ସେଟ୍ଟିଙ୍କୁ ତୀର ଚାଳନା ନେଇ କମାଣ୍ଡ ଦେଉଥିଲେ

ଠିକ୍‌ ସେମିତି ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଚିତ୍ରଣ କରାଯାଇଛି। ବିଶେଶକରି ଏହି ପୋଷ୍ଟରରେ ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି। ପୋଷ୍ଟରରେ ବଡ଼ ବଡ଼ ଅକ୍ଷରରେ  ଜିଏସଟି, ଦୁର୍ନୀତି, ବେରୋଜଗାରୀ ଏବଂ  ମିଛୁଆ ଆଦି ଦର୍ଶାଯାଇ ରାବଣର ରୂପ ଦିଆଯାଇଛି। ଆଉ ଏହି ରାବଣଙ୍କୁ ଦହନ ପାଇଁ ଉଲ୍ଲେଖ ରହିଛି। ସେହିପରି ପୋଷ୍ଟରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ସ୍ଥାନୀୟ କଂଗ୍ରେସ ନେତା ପ୍ରମୋଦ ତୀୱାରୀଙ୍କ ଫଟୋ ରହିଛି।

ସୌଜନ୍ୟ: ଆଜ୍‌ତକ୍‌

http://aajtak.intoday.in/story/allahabad-congress-rahul-gandhi-sonia-gandhi-priyanka-gandhi-demonetisation-1-955504.html

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story