ମୁମ୍ବାଇ ଦଳାଚକଟା ପାଇଁ ରେଳ ମନ୍ତ୍ରାଳୟକୁ ଦାୟୀ କଲା କଂଗ୍ରେସ

ମୁମ୍ବାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ରେ ଆଜି ହୋଇଥିବା ଦଳାଚକଟା ଘଟି ୨୨ ଜଣଙ୍କ ମୃତ୍ୟୁ ହେବା ଘଟଣା ପାଇଁ ରେଳମନ୍ତ୍ରାଳୟକୁ ଦାୟୀ କରିଛି କଂଗ୍ରେସ। ସରକାର ଲୋକମାନଙ୍କୁ ବୁଲେଟ ଟ୍ରେନର ସ୍ୱପ୍ନ ଦେଖାଉଥିବା ବେଳେ ଏଭଳି ଦୁର୍ଘଟଣା ଦୁଃଖଦାୟକ ବୋଲି କଂଗ୍ରେସ  ନେତା ରଣଦୀପ ସୁର୍ଜେୱାଲା କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହା ମନୁଷ୍ୟକୃତ ଘଟଣା ବୋଲି ସେ କହିଛନ୍ତି। ଠିକ୍‌ ପ୍ଲାନ ଓ ସୁରକ୍ଷା […]

mumbai

mumbai

Rakesh Mallick
  • Published: Friday, 29 September 2017
  • Updated: 29 September 2017, 05:51 PM IST

Sports

Latest News

ମୁମ୍ବାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ରେ ଆଜି ହୋଇଥିବା ଦଳାଚକଟା ଘଟି ୨୨ ଜଣଙ୍କ ମୃତ୍ୟୁ ହେବା ଘଟଣା ପାଇଁ ରେଳମନ୍ତ୍ରାଳୟକୁ ଦାୟୀ କରିଛି କଂଗ୍ରେସ। ସରକାର ଲୋକମାନଙ୍କୁ ବୁଲେଟ ଟ୍ରେନର ସ୍ୱପ୍ନ ଦେଖାଉଥିବା ବେଳେ ଏଭଳି ଦୁର୍ଘଟଣା ଦୁଃଖଦାୟକ ବୋଲି କଂଗ୍ରେସ  ନେତା ରଣଦୀପ ସୁର୍ଜେୱାଲା କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହା ମନୁଷ୍ୟକୃତ ଘଟଣା ବୋଲି ସେ କହିଛନ୍ତି। ଠିକ୍‌ ପ୍ଲାନ ଓ ସୁରକ୍ଷା ବ୍ୟବସ୍ଥା ପରେ ଦୃଷ୍ଟି ଦିଆଯାଥିଲେ ଏପରି ଦୁର୍ଘଟଣାକୁ ଏଡାଇ ହୋଇଥାନ୍ତି ବୋଲି ସେ କହିଛନ୍ତି।

ଏନସିପି ନେତା ମଜିଦ ମେନନ୍ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ସେପଟେ ଘଟଣାକୁ ନେଇ ରାଜନୀତି କରାଯିବା ଠିକ ନୁହେଁ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି।

ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ରେ ଆଜି ଦଳାଚକଟାରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ମିଛ ଗୁଜବରୁ ଏହି ଦୁର୍ଘଟଣା ଘଟିଥିବା କେହି କେହି କହୁଛନ୍ତି। ଆଉ କିଛି କହୁଛନ୍ତି, ବର୍ଷା ହେଥିବାରୁ ଯାତ୍ରୀମାନେ ଫୁଟ୍ ଓଭର ବ୍ରିଜ୍‌ରେ ଅପେକ୍ଷା କରିଥିଲେ। ମାତ୍ର ୧୦ ମିନିଟି ବ୍ୟବଧାନରେ ୪ଟି ଟ୍ରେନ୍‌ ଆସିଯାଥିଲା। ଟ୍ରେନ୍‌ରେ ଚଢିବାକୁ ଲୋକେ ତରତର ହେବାରୁ ଏହି ଘଟଣା ଘଟିଲା ବୋଲି ମଧ୍ୟ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story