ବିହାରରେ ପଛେଇ ଯାଉଛି ମହାମେଣ୍ଟ, ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ଟିଭି ଚ୍ୟାନେଲ ମାନଙ୍କ ଦ୍ୱାରା ହୋଇଥିବା ଏକଜିଟ୍ ପୋଲ୍ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। ଏକଜିଟ୍ ପୋଲ୍ ଦେଖି ଖୁସି ବ୍ୟକ୍ତ କରୁଥିବା ମହାମେଣ୍ଟ ଗଣତି ଦେଖି ପୁଣିଥରେ ଇଭିଏମ୍ ଟ୍ୟାମ୍ପରିଂ ମନ୍ତ୍ର ଜପିବା ଆରମ୍ଭ କରିଛି। ବିହାର ବିଧାନସଭା ନିର୍ବାଚନର ପ୍ରାଥମିକ ଫଳାଫଳ ଅନୁଯାୟୀ, ଏନଡିଏ ବର୍ତ୍ତମାନ ମହାମେଣ୍ଟ ପାଖରୁ ଆଗରେ ଅଛି। ଆରମ୍ଭରୁ କିନ୍ତୁ ମହାମେଣ୍ଟ ଏନଡିଏକୁ ପଛରେ ପକାଇଥିଲେ। ହେଲେ ସୂର୍ଯ୍ୟ ଅସ୍ତ ମୁହାଁ ଯିବା […]

Udit-Raj

Udit-Raj

Subhransu Sekhar
  • Published: Tuesday, 10 November 2020
  • Updated: 10 November 2020, 02:31 PM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ଟିଭି ଚ୍ୟାନେଲ ମାନଙ୍କ ଦ୍ୱାରା ହୋଇଥିବା ଏକଜିଟ୍ ପୋଲ୍ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। ଏକଜିଟ୍ ପୋଲ୍ ଦେଖି ଖୁସି ବ୍ୟକ୍ତ କରୁଥିବା ମହାମେଣ୍ଟ ଗଣତି ଦେଖି ପୁଣିଥରେ ଇଭିଏମ୍ ଟ୍ୟାମ୍ପରିଂ ମନ୍ତ୍ର ଜପିବା ଆରମ୍ଭ କରିଛି।

ବିହାର ବିଧାନସଭା ନିର୍ବାଚନର ପ୍ରାଥମିକ ଫଳାଫଳ ଅନୁଯାୟୀ, ଏନଡିଏ ବର୍ତ୍ତମାନ ମହାମେଣ୍ଟ ପାଖରୁ ଆଗରେ ଅଛି। ଆରମ୍ଭରୁ କିନ୍ତୁ ମହାମେଣ୍ଟ ଏନଡିଏକୁ ପଛରେ ପକାଇଥିଲେ। ହେଲେ ସୂର୍ଯ୍ୟ ଅସ୍ତ ମୁହାଁ ଯିବା ବେଳକୁ ସ୍ଥିତି ବଦଳିଯାଇଛି। ମହାମେଣ୍ଟ ପାଖରୁ ଏନଡିଏ ଏବେ ଆଗରେ ରହିଛି।

ଚୂଡ଼ାନ୍ତ ଫଳଫଳ ପ୍ରକାଶ ପାଇବା ପୂର୍ବରୁ ମହାମେଣ୍ଟ ନେତାଙ୍କ ସ୍ୱର ବଦଳିବା ଆରମ୍ଭ କରିଛି। ବିଜୟୀ ହେବା ନେଇ କୌଣସି ଆଶା ପ୍ରକାଶ ନକରି ଇଭିଏମରେ ତ୍ରୁଟି ଥିବା ଅଭିଯୋଗ ଆଣିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଡକ୍ଟର ଉଦିତ ରାଜ ଟ୍ୱିଟ୍ କରି କହିଛନ୍ତି, ଇଭିଏମ୍ କାହିଁକି ହ୍ୟାକ ହୋଇନପାରିବ।

ଯେତେବେଳେ ମଙ୍ଗଳ ଏବଂ ଚନ୍ଦ୍ରକୁ ପୃଥିବୀ ନିୟନ୍ତ୍ରଣ କରିପାରୁଛି ସେତେବେଳେ ଇଭିଏମ୍ କାହିଁକି ହ୍ୟାକ୍ ହୋଇପାରିବ ନାହିଁ? ବୋଲି ଉଦିତ୍ କହିଛନ୍ତି। ଯଦି ଆମେରିକାରେ ଇଭିଏମ୍ ସହିତ ନିର୍ବାଚନ ହୋଇଥାନ୍ତା, ତେବେ ଟ୍ରମ୍ପ ହାରିଥାନ୍ତେ କି? ବୋଲି ସେ ପ୍ରଶ୍ନ କରିଛନ୍ତି।

https://twitter.com/Dr_Uditraj/status/1326052733510512640

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ବେଳେ ବିରୋଧୀ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଥିଲା। ହେଲେ ଇଭିଏମ୍ ଭୁଲ୍ ବୋଲି ପ୍ରମାଣିତ କରିପାରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story