ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ: ମୋଦି ଓ ନିର୍ବାଚନ କମିଶନରଙ୍କୁ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବକୁ ନେଇ ପୁଣି ଥରେ ମୋଦି ସରକାର ଓ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ପୂର୍ବତନ କେନ୍ଦ୍ରମନ୍ତ୍ରୀ  ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ୱରମ୍ ଦୁଇଟି ଟ୍ୱିଟ୍‌ କରିଛନ୍ତି। ପ୍ରଥମ ଟ୍ୱିଟ୍‌ରେ ସେ ଲେଖିଛନ୍ତି,“ନିର୍ବାଚନ କମିଶନ ଛୁଟିରେ ଅଛନ୍ତି। ଯେତେବେଳେ ଗୁଜରାଟ ସରକାର ସମସ୍ତ ଘୋଷଣା କରିବେ ସେତେବେଳେ ନିର୍ବାଚନ ତାରିଖ ଘୋଷଣା  ହେବ।” ସେ ଆହୁରି ଲେଖିଛନ୍ତି,“ ନିର୍ବାଚନ କମିଶନ ମୋଦିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି […]

Rakesh Mallick
  • Published: Friday, 20 October 2017
  • Updated: 20 October 2017, 04:23 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବକୁ ନେଇ ପୁଣି ଥରେ ମୋଦି ସରକାର ଓ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ପୂର୍ବତନ କେନ୍ଦ୍ରମନ୍ତ୍ରୀ  ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ୱରମ୍ ଦୁଇଟି ଟ୍ୱିଟ୍‌ କରିଛନ୍ତି। ପ୍ରଥମ ଟ୍ୱିଟ୍‌ରେ ସେ ଲେଖିଛନ୍ତି,“ନିର୍ବାଚନ କମିଶନ ଛୁଟିରେ ଅଛନ୍ତି। ଯେତେବେଳେ ଗୁଜରାଟ ସରକାର ସମସ୍ତ ଘୋଷଣା କରିବେ ସେତେବେଳେ ନିର୍ବାଚନ ତାରିଖ ଘୋଷଣା  ହେବ।”

ସେ ଆହୁରି ଲେଖିଛନ୍ତି,“ ନିର୍ବାଚନ କମିଶନ ମୋଦିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ତାଙ୍କ ରାଲିରେ ନିର୍ବାଚନ ତାରିଖ ଘୋଷଣା କରିବା ପରେ ନିର୍ବାଚନ କମିଶନଙ୍କୁ ଏହାର ସୂଚନା ଦେବ।”

ଚିଦାମ୍ବରମ୍‌ଙ୍କ ଟ୍ୱିଟକକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବର୍ଷୀଛନ୍ତି। ସେ କହିଛନ୍ତି,“କଂଗ୍ରେସକୁ ହାରିବାର ଭୟ ଡରାଉଛି। ତେଣୁ ଦଳ ପକ୍ଷରୁ ଏପରି ବୟାନବାଜି କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story