କରୋନା କିଟ୍ କିଣାରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: କରୋନା କିଟ୍ କିଣିବାରେ କେନ୍ଦ୍ର ସରକାର ଗଫଲତି କରିଛନ୍ତି। ମୂଳ ଦାମରୁ ବହୁ ଅଧିକ ଟଙ୍କାରେ ସରକାର କରୋନା କିଟ୍ କିଣିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କରୋନା କିଟ୍ ସ୍ୱଳ୍ପ ଦାମରେ ଉପଲବ୍ଧ କରିବା ପାଇଁ ରବିବାର ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ କଂଗ୍ରେସ ସାଂସଦ ଅହମଦ ପଟେଲ ଟୁଇଟ୍ କରି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି। ଏବେ ଆଇସିଏମଆର ଏହି ପ୍ରସଙ୍ଗରେ ଜବାବ ଦେଇଛି। ଫେକ୍ ନ୍ୟୁଜ୍ ବୋଲି ଆଇସିଏମଆର କହିଛି। […]

corona_rapid_test_kit

corona_rapid_test_kit

Subhransu Sekhar
  • Published: Monday, 27 April 2020
  • Updated: 27 April 2020, 02:27 PM IST

Sports

Latest News

ନୂଆଦିଲ୍ଲୀ: କରୋନା କିଟ୍ କିଣିବାରେ କେନ୍ଦ୍ର ସରକାର ଗଫଲତି କରିଛନ୍ତି। ମୂଳ ଦାମରୁ ବହୁ ଅଧିକ ଟଙ୍କାରେ ସରକାର କରୋନା କିଟ୍ କିଣିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କରୋନା କିଟ୍ ସ୍ୱଳ୍ପ ଦାମରେ ଉପଲବ୍ଧ କରିବା ପାଇଁ ରବିବାର ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ କଂଗ୍ରେସ ସାଂସଦ ଅହମଦ ପଟେଲ ଟୁଇଟ୍ କରି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି।

ଏବେ ଆଇସିଏମଆର ଏହି ପ୍ରସଙ୍ଗରେ ଜବାବ ଦେଇଛି। ଫେକ୍ ନ୍ୟୁଜ୍ ବୋଲି ଆଇସିଏମଆର କହିଛି। ଆଇସିଏମଆର ଅନୁମୋଦିତ ମୂଲ୍ୟ ପରିସର ହେଉଛି RT-PCR ପାଇଁ ୭୪୦-୧୧୫୦ ଏବଂ ରାପିଡ୍ ପରୀକ୍ଷା ପାଇଁ ୫୨୮-୭୯୫ ଟଙ୍କା ରହିଛି। ୪୫୦୦ ଟଙ୍କାରେ କୌଣସି ପରୀକ୍ଷା କରାଯାଇ ନାହିଁ।

https://twitter.com/ICMRDELHI/status/1254618721231880192

ଏବେ ଆଇସିଏମଆର ଏହି ପ୍ରସଙ୍ଗରେ ଜବାବ ଦେଇଛି। ଆଇସିଏମଆର ଅନୁମୋଦିତ ମୂଲ୍ୟ ପରିସର ହେଉଛି RT-PCR ପାଇଁ 40 740-1150 ଏବଂ ରାପିଡ୍ ପରୀକ୍ଷା ପାଇଁ 8 528-795 | 00 4500 ରେ କ test ଣସି ପରୀକ୍ଷା କ୍ରୟ କରାଯାଇ ନାହିଁ | କମ୍ ମୂଲ୍ୟରେ ଯୋଗାଣ କରିବାକୁ ଚାହୁଁଥିବା କ Indian ଣସି ଭାରତୀୟ କମ୍ପାନୀ ଆଇସିଏମ୍ଆର କିମ୍ବା ଶ୍ରୀମତୀ ଅନୁ ନାଗର, ଜେଏସ୍ ସ୍ୱାସ୍ଥ୍ୟ ଅନୁସନ୍ଧାନ (011-23736222) କୁ ଯୋଗାଯୋଗ କରିବାକୁ ସ୍ୱାଗତ |

https://twitter.com/ahmedpatel/status/1254599130548142088

କରୋନା ପରୀକ୍ଷା ପାଇଁ ଚୀନରୁ ଆସିଛି କରୋନା କିଟ୍। କିଟ୍ ପିଛା ଦାମ ୨୪୫ ଟଙ୍କା ରହିଛି। ହେଲେ କେଉଁ ଆଧାରରେ ଆଇସିଏମଆର ଏହାକୁ ୬୦୦ ଟଙ୍କା ଲେଖାଏଁରେ କିଣିଲେ ବୋଲି ପଟେଲ ପ୍ରଶ୍ନ କରିଛନ୍ତି। ଦାମ ବଢ଼ାଇ କିଣିବା ନେଇ ସରକାରଙ୍କ ଉଦ୍ଦେଶ୍ୟକୁ ସେ ସମାଲୋଚନା କରିଛନ୍ତି। କରୋନା ଭଳି ବିପତ୍ତି ବେଳେ କେହି ଲାଭବାନ ନହେବା ଦରକାର ବୋଲି ସେ କହିଛନ୍ତି। ସରକାର ଏ ବାବଦରେ ସ୍ପଷ୍ଟୀକରଣ ଦେବା ଦରକାର ବୋଲି ସେ କହିଛନ୍ତି।

https://twitter.com/_YogendraYadav/status/1254491842499903488?ref_src=twsrc%5Etfw

ସେହିପରି ସ୍ୱରାଜ ଇଣ୍ଡିଆର ମୁଖ୍ୟ ତଥା ଆମ ଆଦମୀ ପାର୍ଟିର ପୂର୍ବତନ ନେତା ଯୋଗେନ୍ଦ୍ର ଯାଦବ ମଧ୍ୟ ମାଳିନୀ ଆଇସୋଲାଙ୍କ ଟୁଇଟର ଜବାବ ଦେବାକୁ ଯାଇ କହିଛନ୍ତି, ମାଟ୍ରିକ୍ସ ନାମକ ଏକ କମ୍ପାନୀ ଚୀନରୁ କରୋନା କିଟ୍ ଆଣିଛି। ମୋଟ ଉପରେ ୧୨.୨୫ କୋଟି ଟଙ୍କାର କିଟ୍‌ କିଣି ମାଟ୍ରିକ୍ସ ଏହାକୁ ରେଆର୍‌ ମେଟାବଲିକ୍ସ କମ୍ପାନୀକୁ ୨୧ କୋଟି ଟଙ୍କାରେ ବିକ୍ରି କରିଛି। ଏବେ ଏହି କମ୍ପାନୀ ଆଇସିଏମଆରକୁ ୩୦ କୋଟି ଟଙ୍କାରେ ବିକ୍ରି କରିଛି। ତୁରନ୍ତ ଏହି କିଟ୍ କିଣାର ପର୍ଦ୍ଦାଫାଶ ହେବା ଦରକାର ବୋଲି ସେ କହିଛନ୍ତି।

https://twitter.com/malini_aisola/status/1254446762908999680

ମାଳିନୀ ଆଇସୋଲା ଅଲ ଇଣ୍ଡିଆ ଡ୍ରଗ ଆସୋସିଏସନର ଜଣେ ଆବାହକ ବୋଲି ଜଣାପଡ଼ିଛି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଆଇସିଏମଆର ଦିଲ୍ଲୀ ୫ ଲକ୍ଷ କରୋନା ଟେଷ୍ଟ କିଟ୍ କିଣିଛନ୍ତି। ଯେଉଁଥିପାଇଁ ଆଇସିଏମଆର ଦିଲ୍ଲୀ ୩୦ କୋଟି ଦେୟ ଦେଇଛି। ହେଲେ ଏହି କିଣିବା ପ୍ରକ୍ରିୟାରେ ସାମିଲ୍ ଥିବା ମଧ୍ୟସ୍ଥ ବ୍ୟବସାୟୀ ୧୮.୭୫ କୋଟି ଟଙ୍କା ନେଇଛି ବୋଲି ସେ କହିଛନ୍ତି। ରବିବାର ଦିଲ୍ଲୀ ହାଇକୋର୍ଟ ଏ ପ୍ରସଙ୍ଗରେ ଶୁଣାଣି କରି ରେଆର୍‌ ମେଟାବୋଲିକ୍ସ ଏବଂ ମାଟ୍ରିକ୍ସର ଦୁର୍ନୀତିକୁ ପଦାରେ ପକାଇଛନ୍ତି ବୋଲି ସେ କହିଛନ୍ତି।

ମାଟ୍ରିକ୍ସ ୨୪୫ଟି କିଟ୍ କିଣିଛି ୧୨ କୋଟି ୨୫ ଲକ୍ଷ ଟଙ୍କାର। ରେଆର୍‌ ମେଟାବୋଲିକ୍ସକୁ ୯ କୋଟି ଟଙ୍କା ଲାଭରେ ବିକ୍ରି କରିଛି ମାଟ୍ରିକ୍ସ। ଏହାପରେ ଆଇସିଏମଆର ୬୦୦ କିଟ୍ ରେଆର୍‌ ପାଖରୁ ୩୦ କୋଟି ଟଙ୍କାରେ କିଣିଥିବା ମାଳିନୀ ଆଇସୋଲା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story