ଗୋଆ, ମଣିପୁର, ମେଘାଳୟ ଓ ବିହାରକୁ ଡେଇଁଲା କର୍ଣ୍ଣାଟକ ରୋଗ

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟରେ ବି କର୍ଣ୍ଣାଟକ ମଡେଲ ଲାଗୁ ପାଇଁ  ଜୋର୍ ଧରିଲା ଦାବି । ଗୋଆ, ମଣିପୁର, ମେଘାଳୟ ଓ ବିହାରରେ ବି କର୍ଣ୍ଣାଟକ ଫର୍ମୁଲା ଲାଗୁ ପାଇଁ କଂଗ୍ରେସ ଦାବି  କରିଛି ।୨୦୧୭ବିଧାନସଭା ନିର୍ବାଚନରେ ୪୦ ଆସନ  ବିଶିଷ୍ଟ ଗୋଆରେ କଂଗ୍ରେସ ୧୭ଟି ଆସନ ଜିତି ସର୍ବବୃହତ  ଦଳର ମାନ୍ୟତା ପାଇଥିଲା। ତେବେ ୧୩ଟି ଆସନ ଜିତିଥିବା ବିଜେପି ନିଜ ସହଯୋଗୀଙ୍କ ସହାୟତାରେ ସରକାର  ଗଢିବାରେ ସଫଳ ହୋଇଥିଲା। ତେଣୁ ସର୍ବବୃହତ ଦଳ  ଭାବେ […]

Congress  celebration

Congress celebration

Rakesh Mallick
  • Published: Friday, 18 May 2018
  • Updated: 18 May 2018, 06:08 AM IST

Sports

Latest News

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟରେ ବି କର୍ଣ୍ଣାଟକ ମଡେଲ ଲାଗୁ ପାଇଁ  ଜୋର୍ ଧରିଲା ଦାବି । ଗୋଆ, ମଣିପୁର, ମେଘାଳୟ ଓ ବିହାରରେ ବି କର୍ଣ୍ଣାଟକ ଫର୍ମୁଲା ଲାଗୁ ପାଇଁ କଂଗ୍ରେସ ଦାବି  କରିଛି ।୨୦୧୭ବିଧାନସଭା ନିର୍ବାଚନରେ ୪୦ ଆସନ  ବିଶିଷ୍ଟ ଗୋଆରେ କଂଗ୍ରେସ ୧୭ଟି ଆସନ ଜିତି ସର୍ବବୃହତ  ଦଳର ମାନ୍ୟତା ପାଇଥିଲା। ତେବେ ୧୩ଟି ଆସନ ଜିତିଥିବା ବିଜେପି ନିଜ ସହଯୋଗୀଙ୍କ ସହାୟତାରେ ସରକାର  ଗଢିବାରେ ସଫଳ ହୋଇଥିଲା।

ତେଣୁ ସର୍ବବୃହତ ଦଳ  ଭାବେ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ରାଜ୍ୟ  କଂଗ୍ରେସ ନେତା ଯତୀଶ ନାଏକ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ  ଭେଟି ଦାବି କରିବେ।  ବିହାରରେ ଆରଜେଡି ନେତା  ତେଜସ୍ୱୀ ଯାଦବ ମଧ୍ୟ ରାଜ୍ୟରେ ତାଙ୍କ ଦଳର  ସଂଖ୍ୟାଗରିଷ୍ଠତା ଥିବା ଦାବି କରିଛନ୍ତି।   ଏନେଇ ସେ ଆଜି  ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଭେଟିବେ। ସେହିପରି ୬୦ ଆସନ ବିଶିଷ୍ଟ ମଣିପୁରରେ କଂଗ୍ରେସକୁ ସବୁଠୁ ଅଧିକ ୨୮ଟି ଆସନ ମିଳିଥିଲେ ବି ସେଠାରେ ସରକାର ଗଢ଼ିବାକୁ  ସୁଯୋଗ ଦିଆଯାଇ ନଥିବାରୁ ଆଜି ରାଜ୍ୟପାଳଙ୍କୁ ଭେଟିବେ  ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story