ରାମଗଡ଼ ବିଜୟରେ ରାଜସ୍ଥାନରେ କଂଗ୍ରେସର ଶତକ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ରାଜସ୍ଥାନର ଗୁରୁତ୍ୱପୂର୍ଣ୍ଣ ରାମଗଡ଼ ଉପନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିବା ସହିତ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ୧୦୦ଟି ଆସନ ନିଜ ନାମରେ କରିଦେଇଛି। ଅନ୍ୟପକ୍ଷରେ ହରିଆଣାର ଜିନ୍ଦଠାରେ ଶାସକ ବିଜେପି ଆଗୁଆ ଥିବାବେଳେ ପୋଲିଂ ଏଜେଣ୍ଟଙ୍କ ମଧ୍ୟରେ ବିବାଦ କାରଣରୁ ଗଣନାରେ ବିଳମ୍ବ ହେଉଛି। ରାମଗଡ଼ରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଫିୟା ଜୁବେର ବୃହତ୍‌ ବ୍ୟବଧାନରେ ଜିତିଛନ୍ତି। ଅନ୍ୟ ପକ୍ଷରେ ଜିନ୍ଦ୍‌ଠାରେ ବିଜେପିର କ୍ରିଷନ ମିଦ୍ଧା ୯୦୦୦ ଭୋଟ୍‌ରେ […]

congress

congress

Subrat Kumar Nayak
  • Published: Thursday, 31 January 2019
  • Updated: 31 January 2019, 02:47 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ରାଜସ୍ଥାନର ଗୁରୁତ୍ୱପୂର୍ଣ୍ଣ ରାମଗଡ଼ ଉପନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିବା ସହିତ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ୧୦୦ଟି ଆସନ ନିଜ ନାମରେ କରିଦେଇଛି। ଅନ୍ୟପକ୍ଷରେ ହରିଆଣାର ଜିନ୍ଦଠାରେ ଶାସକ ବିଜେପି ଆଗୁଆ ଥିବାବେଳେ ପୋଲିଂ ଏଜେଣ୍ଟଙ୍କ ମଧ୍ୟରେ ବିବାଦ କାରଣରୁ ଗଣନାରେ ବିଳମ୍ବ ହେଉଛି।

ରାମଗଡ଼ରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଫିୟା ଜୁବେର ବୃହତ୍‌ ବ୍ୟବଧାନରେ ଜିତିଛନ୍ତି। ଅନ୍ୟ ପକ୍ଷରେ ଜିନ୍ଦ୍‌ଠାରେ ବିଜେପିର କ୍ରିଷନ ମିଦ୍ଧା ୯୦୦୦ ଭୋଟ୍‌ରେ ଆଗୁଆ ଅଛନ୍ତି।

ରାଜସ୍ଥାନରେ ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକ ଦଳର ଜଣେ ସଦସ୍ୟଙ୍କ ସମର୍ଥନ ସହିତ କ୍ଷମତାରେ ଅଛି କଂଗ୍ରେସ। ଏବେ ଏହି ସଂଖ୍ୟା ୧୦୦ରେ ପହଞ୍ଚିଯାଇଥିବାରୁ ଛୋଟଦଳଙ୍କ ଉପରେ କଂଗ୍ରେସ ଆଉ ନିର୍ଭର କରିବନି।

ଡିସେମ୍ବର ୭ରେ ରାଜସ୍ଥାନରେ ନିର୍ବାଚନ ହୋଇଥିବାବେଳେ ବିଏସ୍‌ପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ମୃତ୍ୟୁ କାରଣରୁ ସେତେବେଳେ ରାମଗଡ଼ରେ ନିର୍ବାଚନ ହୋଇପାରିନଥିଲା।

ଏହି ପରାଜୟ ପାଇଁ ବିଜେପି ବିଏସ୍‌ପିର ପ୍ରାର୍ଥୀ ତଥା ପୂର୍ବତନ କଂଗ୍ରେସ ନେତା ନଟବର ସିଂହଙ୍କ ପୁଅ ଜଗତ୍‌ ସିଂହଙ୍କୁ ଦାୟୀ କରିଛି। ବିଜେପି ପକ୍ଷରୁ କୁହାଯାଇଛି, ଜଗତ ସିଂହଙ୍କୁ ଲଢ଼ିବାକୁ ମନା କରାଯିବାରୁ ସେ ବିଜେପି ଛାଡ଼ିଥିଲେ। ଏହାପରେ ବିଜେପି ଏତେ ଲୋକପ୍ରିୟ ନଥିବା ସୁଖୱନ୍ତ ସିଂହଙ୍କୁ ଲଢ଼ାଇଥିଲା। ତେବେ ଜଗତ୍‌ ବିଜେପିର ଭୋଟ୍‌ ମାଇନସ୍‌ କରିବାକୁ ଲଢ଼ିଥିଲେ ବୋଲି ବିଜେପି ଅଭିଯୋଗ ଆଣିଛି।

କଂଗ୍ରେସର ଏହି ବିଜୟରେ ଖୁସି ବ୍ୟକ୍ତ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, “ଲୋକେ ଭଲ ନିଷ୍ପତ୍ତି ନେଇଛନ୍ତି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋର କୃତଜ୍ଞତା ପ୍ରକାଶ କରୁଛି। ସେମାନେ ଠିକ୍ ସମୟରେ ଠିକ୍‌ ବାର୍ତ୍ତା ଦେଇଛନ୍ତି। ଏହା ଲୋକସଭା ନିର୍ବାଚନ ସମୟରେ ଦଳକୁ ଉତ୍ସାହିତ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story