ମ୍ୟାଲେସିଆରେ ମଧ୍ୟ ଜାକିରଙ୍କ ଉପରେ କଟକଣା

ନୂଆଦିଲ୍ଲୀ: ବିବାଦୀୟ ମୁସଲିମ୍‌ ଧର୍ମଗୁରୁ ଜାକିର ନାଏକଙ୍କ ଉପରେ ମ୍ୟାଲେସିଆରେ ମଧ୍ୟ କଟକଣା ଜାରି କରାଯାଇଛି। ସେ ଗତ ସପ୍ତାହରେ ବିବାଦୀୟ ଏବଂ ବିଦ୍ୱେଷ ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ମ୍ୟାଲେସିଆ ପୁଲିସ୍‌ ଏକ ଇସଲାମିକ୍‌ କାର୍ଯ୍ୟକ୍ରମରେ ଯୋଗଦେବା ନେଇ କଟକଣା ଜାରି କରିଛି। ଅନ୍ୟପକ୍ଷରେ ତାଙ୍କୁ ସମନ୍‌ କରାଯିବ ବୋଲି ଜଣେ ମନ୍ତ୍ରୀ କହିଛନ୍ତି। ଜାକିର ଭାରତରୁ ଯାଇ ମ୍ୟାଲେସିଆରେ ଗତ ୩ ବର୍ଷ ହେଲା ନାଗରିକତ୍ୱ ପାଇଛନ୍ତି। ତେବେ କିଛି ଦିନ ତଳେ ସେ […]

Jakir

Jakir

Subrat Kumar Nayak
  • Published: Friday, 16 August 2019
  • Updated: 16 August 2019, 06:16 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ମୁସଲିମ୍‌ ଧର୍ମଗୁରୁ ଜାକିର ନାଏକଙ୍କ ଉପରେ ମ୍ୟାଲେସିଆରେ ମଧ୍ୟ କଟକଣା ଜାରି କରାଯାଇଛି। ସେ ଗତ ସପ୍ତାହରେ ବିବାଦୀୟ ଏବଂ ବିଦ୍ୱେଷ ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ମ୍ୟାଲେସିଆ ପୁଲିସ୍‌ ଏକ ଇସଲାମିକ୍‌ କାର୍ଯ୍ୟକ୍ରମରେ ଯୋଗଦେବା ନେଇ କଟକଣା ଜାରି କରିଛି। ଅନ୍ୟପକ୍ଷରେ ତାଙ୍କୁ ସମନ୍‌ କରାଯିବ ବୋଲି ଜଣେ ମନ୍ତ୍ରୀ କହିଛନ୍ତି।

ଜାକିର ଭାରତରୁ ଯାଇ ମ୍ୟାଲେସିଆରେ ଗତ ୩ ବର୍ଷ ହେଲା ନାଗରିକତ୍ୱ ପାଇଛନ୍ତି। ତେବେ କିଛି ଦିନ ତଳେ ସେ କହିଥିଲେ, "ମ୍ୟାଲେସିଆର ହିନ୍ଦୁମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ବେଶୀ ଅନୁରକ୍ତ।" ଏହାପରେ ଦେଶର ୩ ଜଣ ମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଗୃହମନ୍ତ୍ରୀ ମୁହିଦ୍ଦୀନ୍‌ ୟାସିନ୍‌ କହିଛନ୍ତି, ସେ ମିଛ ଖବର ପ୍ରଚାର କରୁଛନ୍ତି ଏବଂ ଧାର୍ମିକ ବିଦ୍ୱେଷ ସୃଷ୍ଟି କରୁଛନ୍ତି। ମ୍ୟାଲେସିଆ ବାସୀଙ୍କ ସମ୍ବେଦନଶୀଳତାକୁ ମଧ୍ୟ ସେ ଗୁରୁତ୍ୱ ଦେଉନାହାନ୍ତି। ୟାସିନ୍‌ କହିଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଜାକିର ଏବଂ ତାଙ୍କର ୨ ଭାଇଙ୍କୁ ପଚରା ଉଚରା କରାଯିବ। ସେ କହିଛନ୍ତି ମ୍ୟାଲେସିଆବାସୀ ଏବଂ ଅନ୍ୟମାନଙ୍କୁ ମୁଁ ସ୍ପଷ୍ଟ ଭାବେ କହିଦେବାକୁ ଚାହେଁ ଯେ ମୋ ବିଭାଗ ଅଧୀନରେ ଥିବା ସଂସ୍ଥାମାନେ ଏଭଳି ଭାଇଚାରା ଭାଙ୍ଗୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ କେବେ ମଧ୍ୟ ପଛଘୁଞ୍ଚା ଦେବେନି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story