କମିଲା ୮ଟି କୋର ସେକ୍ଟରର ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଦେଶକୁ ମିଳିନି ମାନ୍ଦାବସ୍ଥାରୁ ନିସ୍ତାର। ମାନ୍ଦାବସ୍ଥା ପାଇଁ ଦେଶର ଅର୍ଥବ୍ୟବସ୍ଥାକୁ ଆଉ ଏକ ଝଟକା ଲାଗିଛି। ଡିସେମ୍ୱରରେ ଦେଶର ଆଠଟି କୋର ସେକ୍ଟରର ଅଭିବୃଦ୍ଧି ହାର ୧.୩ ପ୍ରତିଶତ କମିଛି। ଯାହାକି ଗତବର୍ଷ ୨.୧ ପ୍ରତିଶତ କମିଥିଲା। ଲଗାତର ଭାବେ ୫ ମାସ ପାଇଁ ଏହି ଅଭିବୃଦ୍ଧି ହାର କମିଛି। ଶୁକ୍ରବାର ସରକାର ଏ ବାବଦରେ ସୂଚନା ଦେଇଛନ୍ତି। ନଭେମ୍ୱର ମାସରେ ୮ଟି କୋର ସେକ୍ଟରର ଅଭିବୃଦ୍ଧି ହାର କମି ୧.୫ ପ୍ରତିଶତ ରହିଥିଲା। ଏହି […]

core-sector

core-sector

Subhransu Sekhar
  • Published: Friday, 31 January 2020
  • Updated: 31 January 2020, 10:06 PM IST

Sports

Latest News

ନୂଆଦିଲ୍ଲୀ: ଦେଶକୁ ମିଳିନି ମାନ୍ଦାବସ୍ଥାରୁ ନିସ୍ତାର। ମାନ୍ଦାବସ୍ଥା ପାଇଁ ଦେଶର ଅର୍ଥବ୍ୟବସ୍ଥାକୁ ଆଉ ଏକ ଝଟକା ଲାଗିଛି। ଡିସେମ୍ୱରରେ ଦେଶର ଆଠଟି କୋର ସେକ୍ଟରର ଅଭିବୃଦ୍ଧି ହାର ୧.୩ ପ୍ରତିଶତ କମିଛି। ଯାହାକି ଗତବର୍ଷ ୨.୧ ପ୍ରତିଶତ କମିଥିଲା। ଲଗାତର ଭାବେ ୫ ମାସ ପାଇଁ ଏହି ଅଭିବୃଦ୍ଧି ହାର କମିଛି। ଶୁକ୍ରବାର ସରକାର ଏ ବାବଦରେ ସୂଚନା ଦେଇଛନ୍ତି। ନଭେମ୍ୱର ମାସରେ ୮ଟି କୋର ସେକ୍ଟରର ଅଭିବୃଦ୍ଧି ହାର କମି ୧.୫ ପ୍ରତିଶତ ରହିଥିଲା।

ଏହି ଆଠଟି କୋର ସେକ୍ଟର ହେଲା କୋଇଲା, ଅଶୋଧିତ ତେଲ, ପ୍ରାକୃତିକ ବାଷ୍ପ, ରିଫାଇନାରୀ ଉତ୍ପାଦ, ଫର୍ଟିଲାଇଜର୍ସ, ଷ୍ଟିଲ୍, ସିମେଣ୍ଟ ତଥା ଇଲେକ୍ଟ୍ରିସିଟି ସାମିଲ୍ ରହିଛି।

ପ୍ରାକୃତିକ ଗ୍ୟାସ ତଥା ଅଶୋଧିତ ତେଲ ଉଦ୍ୟୋଗର ଉତ୍ପାଦନ ହାର କମିବାରୁ ଅଭିବୃଦ୍ଧି ହାର ହ୍ରାସ ପାଇଛି। ପ୍ରାକୃତିକ ଗ୍ୟାସ ଉତ୍ପାଦନରେ ୯ ପ୍ରତିଶତ ଅଧିକ କମିଛି। ସେହିପରି ଅଶୋଧିତ ତେଲର ଉତ୍ପାଦନ ୭ ପ୍ରତିଶତ କମିଛି। କୋଇଲା ଉତ୍ପାଦନରେ ୬.୧ ପ୍ରତିଶତ ଅଭିବୃଦ୍ଧି ରହିଥିବା ବେଳେ ସିମେଣ୍ଟ ଉଦ୍ୟୋଗରେ ମଧ୍ୟ ଅଭିବୃଦ୍ଧି ହାର ୫.୫ ପ୍ରତିଶତ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story