୫ ଦିନରେ କରୋନା ଯୋଦ୍ଧାଙ୍କ ବାପାମା’ ଓ ଭାଇଙ୍କୁ ନେଇଗଲା କୋଭିଡ୍‌

ଅହମଦାବାଦ: କରୋନା ଯୋଦ୍ଧା ହୋଇ ଲୋକଙ୍କୁ କୋଭିଡ୍‌ ବିଷୟରେ ସତର୍କ କରାଉଥିବା ପୁଲିସ୍‌ କନଷ୍ଟେବଲ ଧାୱଲ ରାୱଲ ମାତ୍ର ୫ ଦିନ ମଧ୍ୟରେ ତାଙ୍କ ବାପା ମା’ ଓ ଭାଇଙ୍କୁ ହରାଇଛନ୍ତି। ସେ କରୋନା ଯୋଦ୍ଧା ସାଜିଥିଲେ ହେଁ କୋଭିଡ ସହ ଯୁଦ୍ଧ କରି ତାଙ୍କ ପରିବାରର ୩ ଜଣ ସଦସ୍ୟ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଗୁଜରାଟର ଅହମଦାବାଦାରେ ଘଟିଥିବା ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ମିୟମ୍ରାଣ କରିଦେଇଛନ୍ତି। କନଷ୍ଟେବଲ ଧାୱଲ ଏବେ […]

u

u

Hemant Lenka
  • Published: Monday, 23 November 2020
  • Updated: 23 November 2020, 05:05 PM IST

Sports

Latest News

ଅହମଦାବାଦ: କରୋନା ଯୋଦ୍ଧା ହୋଇ ଲୋକଙ୍କୁ କୋଭିଡ୍‌ ବିଷୟରେ ସତର୍କ କରାଉଥିବା ପୁଲିସ୍‌ କନଷ୍ଟେବଲ ଧାୱଲ ରାୱଲ ମାତ୍ର ୫ ଦିନ ମଧ୍ୟରେ ତାଙ୍କ ବାପା ମା’ ଓ ଭାଇଙ୍କୁ ହରାଇଛନ୍ତି। ସେ କରୋନା ଯୋଦ୍ଧା ସାଜିଥିଲେ ହେଁ କୋଭିଡ ସହ ଯୁଦ୍ଧ କରି ତାଙ୍କ ପରିବାରର ୩ ଜଣ ସଦସ୍ୟ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି

ଗୁଜରାଟର ଅହମଦାବାଦାରେ ଘଟିଥିବା ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ମିୟମ୍ରାଣ କରିଦେଇଛନ୍ତି। କନଷ୍ଟେବଲ ଧାୱଲ ଏବେ ବି ଅହମଦାବାଦରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି। କରୋନାର ଦ୍ୱିତୀୟ ଲହରୀ ଅହମଦାବାଦରେ ଦେଖା ଦେଇଥିବାରୁ ଏଥିରେ ଧୱଲଙ୍କ ବାପା ମା’ ଓ ଭାଇ ଆକ୍ରାନ୍ତ ହୋଇଥିଲେ।

ସେମାନଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ ଥାକ୍କାରାନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମୟକ୍ରମେ ସେମାନଙ୍କ ଅବସ୍ଥା ବିଗିଡ଼ିଥିଲା। ତାଙ୍କ ବାପାମା’ଙ୍କୁ ସିଭିଲି ହସ୍ପିଟାଲରେ ରଖାଯାଇଥିବା ବେଳେ ଭାଇଙ୍କୁ ଆଉ ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।

ନଭେମ୍ବର ୧୪ରେ ପ୍ରଥମେ ଧୱଲଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ଏହାର ଦୁଇ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବାପା ଆଖିବୁଜି ଥିଲେ। ସେହିପରି ଆଉ ଦୁଇ ଦିନ ପରେ ତାଙ୍କ ଭାଇ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମାତ୍ର ୫ ଦିନ ମଧ୍ୟରେ ଧୱନ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ହରାଇଛନ୍ତି।

ଆଗକୁ ପଢନ୍ତୁ:  ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ପରଲୋକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story