ଦିଲ୍ଲୀରେ କରୋନା: ଦୁଇ ଦିନ ସ୍କୁଲ ବନ୍ଦ, ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସୋମବାର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ରୋଗୀ ଚିହ୍ନଟ ହେବା ପରେ ସେକ୍ଟର ୧୩୫ ନୋଏଡାର ଶ୍ରୀରାମ ମିଲେନିୟମ୍ ସ୍କୁଲ ଦୁଇ ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର ଦିନ ଜଣେ ଛାତ୍ରଙ୍କ ଅଭିଭାବକ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଆଜି ସ୍କୁଲ କତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସ୍କୁଲ ବାର୍ଷିକ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଇଛି। ସ୍କୁଲର ମୋଟ୍ ୪୦ ଜଣ ଛାତ୍ରଙ୍କୁ କରୋନା ପରୀକ୍ଷା କରାଯାଇଥିଲା। ଏହାପରେ […]

Noida-School-Closed

Noida-School-Closed

Subhransu Sekhar
  • Published: Tuesday, 03 March 2020
  • Updated: 03 March 2020, 04:51 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ରୋଗୀ ଚିହ୍ନଟ ହେବା ପରେ ସେକ୍ଟର ୧୩୫ ନୋଏଡାର ଶ୍ରୀରାମ ମିଲେନିୟମ୍ ସ୍କୁଲ ଦୁଇ ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର ଦିନ ଜଣେ ଛାତ୍ରଙ୍କ ଅଭିଭାବକ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଆଜି ସ୍କୁଲ କତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସ୍କୁଲ ବାର୍ଷିକ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଇଛି।

ସ୍କୁଲର ମୋଟ୍ ୪୦ ଜଣ ଛାତ୍ରଙ୍କୁ କରୋନା ପରୀକ୍ଷା କରାଯାଇଥିଲା। ଏହାପରେ ୨୮ ଦିନିଆ ସ୍ୱତନ୍ତ୍ର ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ବୋଲି ବୁଦ୍ଧ ନାଗରର ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁରାଗ ଭର୍ଗାଭା କହିଛନ୍ତି।

ସ୍କୁଲର ଜଣ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ‘COVID-19ର ଆମର ଜଣେ ଛାତ୍ରଙ୍କ ଅଭିଭାବକଙ୍କ ପାଖରେ ଦେଖିବାକୁ ମିଳିଛି, ଏହାପରେ ଆମେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛୁ ଏବଂ ପରିସ୍ଥିତି ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ନିରନ୍ତର ଯୋଗାଯୋଗ କରୁଛୁ। ସ୍କୁଲ ଦୁଇ ଦିନ ବନ୍ଦ ରହିବ। ଏହି ସମୟରେ ସ୍କୁଲର ପରିମଳକୁ ସଜାଡ଼ିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ’।
ତେବେ କରୋନାକୁ ନେଇ ଯେଉଁ ଗୁଜବ ଖବରକୁ ଗ୍ରହଣ ନକରିବାକୁ ଡାକ୍ତର କହିଛନ୍ତି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତ ସୁବିଧା ରହିଛି ବୋଲି ସେ କହିଛନ୍ତି।

ଜଣେ ଅଭିଭାବକ ପ୍ରତିକ୍ରିୟାରେ କହିଛନ୍ତି, "ଆମେ ସକାଳେ ସ୍କୁଲର ହ୍ୱାଟସ ଆପ୍ ଗ୍ରୁପରୁ ଏ ବାବଦରେ ଜାଣିଥିଲୁ। ଏ ନେଇ ସମସ୍ତ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଆଜିର ପରୀକ୍ଷା ବାତିଲ ହୋଇଛି ଏବଂ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି”।

ସୋମବାର, ‘COVID-19 ର ଦୁଇଟି ମାମଲା ସକରାତ୍ମକ ବୋଲି ଜଣାପଡିଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଦିଲ୍ଲୀ ଯିଏ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଅନ୍ୟଟି ହାଇଦ୍ରାବାଦର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, କରୋନାରେ ଶିକାର ହୋଇଥିବା ଦିଲ୍ଲୀର ବ୍ୟକ୍ତି ଇଟାଲୀ ଯାତ୍ରା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story