ବରିଷ୍ଠ ଏମ୍ସ ଡାକ୍ତରଙ୍କଠାରେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ତେବେ ଚିନ୍ତାର ବିଷୟ ହେଉଛି ପୂର୍ବରୁ ସେ କେଉଁ ଆଡ଼େ ଯାଇନଥିଲେ। ଅର୍ଥାତ ଚିକିତ୍ସା ସମୟରେ ଏପରି ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସେ ମାନସିକ ରୋଗ ଚିକିତ୍ସକ। ସେ ପୂର୍ବରୁ ବିଦେଶ ଯାଇନଥିବା ଜଣାପଡ଼ିଛି। ଦିଲ୍ଲୀର କିଛି ଡାକ୍ତର ଏଭଳି ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ପ୍ରୋଟେକ୍ଟିଭ୍‌ ଗିଅରର ସପ୍ଲାଇ ଏବଂ ମାନ ବୃଦ୍ଧି ପାଇଁ […]

aiims

aiims

Subrat Kumar Nayak
  • Published: Thursday, 02 April 2020
  • Updated: 02 April 2020, 04:19 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ତେବେ ଚିନ୍ତାର ବିଷୟ ହେଉଛି ପୂର୍ବରୁ ସେ କେଉଁ ଆଡ଼େ ଯାଇନଥିଲେ। ଅର୍ଥାତ ଚିକିତ୍ସା ସମୟରେ ଏପରି ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ସେ ମାନସିକ ରୋଗ ଚିକିତ୍ସକ। ସେ ପୂର୍ବରୁ ବିଦେଶ ଯାଇନଥିବା ଜଣାପଡ଼ିଛି। ଦିଲ୍ଲୀର କିଛି ଡାକ୍ତର ଏଭଳି ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ପ୍ରୋଟେକ୍ଟିଭ୍‌ ଗିଅରର ସପ୍ଲାଇ ଏବଂ ମାନ ବୃଦ୍ଧି ପାଇଁ ଦାବି ଜୋର ଧରିଛି।

ସୂଚନାଯୋଗ୍ୟ ଯେ, ଏହି ଭୂତାଣୁ କାରଣରୁ ଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ହୋଇଥାଏ। ପୂର୍ବରୁ କୌଣସି ରୋଗ ଥିଲେ ଏହା ବିପଦ ବଢ଼ାଇ ଥାଏ। ବିଶେଷ କରି ବୃଦ୍ଧ ଲୋକଙ୍କ ପାଇଁ ଏହା ବିପଦ ପାଲଟିଥାଏ। ଶେଷ ଖବର ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଛୁଇଁ ସାରିଲାଣି। ଦେଶରେ ୨ ହଜାରଙ୍କଠାରେ କରୋନା ଚିହ୍ନଟ ହୋଇଥିବାବେଳେ ୬୫ ଜଣଙ୍କର ଜୀବନ ଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story