ବଢ଼ିଲା ଚିନ୍ତା, ବିମାନରେ ଯାତ୍ରା କରିଥିବା ବ୍ୟକ୍ତି କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ତେବେ ପ୍ରଥମଦିନରେ ହିଁ ବିମାନ ଯାତ୍ରାର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି। କାରଣ ଇଣ୍ଡିଗୋ ବିମାନ ଯୋଗେ ଚେନ୍ନାଇରୁ କୋଏମ୍ବାଟୁର ଯାଇଥିବା ଜଣେ ବିମାନ ଯାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏବେ ଏହି ବିମାନରେ ତାଙ୍କ ସହ ଯାତ୍ରା କରିଥିବା ସମସ୍ତେ କରୋନାରେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ବ୍ୟକ୍ତି ଜଣଙ୍କ ଇଣ୍ଡୋଗର ୬ଇ ୩୮୧ ଯୋଗେ କୋଏମ୍ୱାଟୁର ଆସିଥିଲେ। ଏହାପରେ […]

f

f

Hemant Lenka
  • Published: Tuesday, 26 May 2020
  • Updated: 26 May 2020, 06:20 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ତେବେ ପ୍ରଥମଦିନରେ ହିଁ ବିମାନ ଯାତ୍ରାର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି। କାରଣ ଇଣ୍ଡିଗୋ ବିମାନ ଯୋଗେ ଚେନ୍ନାଇରୁ କୋଏମ୍ବାଟୁର ଯାଇଥିବା ଜଣେ ବିମାନ ଯାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ଏବେ ଏହି ବିମାନରେ ତାଙ୍କ ସହ ଯାତ୍ରା କରିଥିବା ସମସ୍ତେ କରୋନାରେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ବ୍ୟକ୍ତି ଜଣଙ୍କ ଇଣ୍ଡୋଗର ୬ଇ ୩୮୧ ଯୋଗେ କୋଏମ୍ୱାଟୁର ଆସିଥିଲେ। ଏହାପରେ ନିୟମ ଅନୁଯାୟୀ ତାଙ୍କର ଏୟାରପୋର୍ଟରେ କରୋନା ଟେଷ୍ଟ ହୋଇଥିଲା।

ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମ ବିମାନରେ ଆସିଥିବା ବ୍ୟକ୍ତିଙ୍କୁ ବିନାୟକ ହୋଟେଲରେ ହୋଇଥିବା କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଏହାପରେ ତାଙ୍କୁ ଇଏସଆଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଚେନ୍ନାଇରୁ ୧୯ଟି ବିମାନ ଉଡ଼ାଣ କରିଥିବା ବେଳେ ପ୍ରାୟ ୧୬ଟି ବିମାନ ଏଠାକୁ ଆସିଥିଲା।

ତେବେ ଏହି ବ୍ୟକ୍ତି ଜଣଙ୍କ କେମିତି କରୋନାରେ ଆକ୍ରାନ୍ତ ହେଲେ ସେକଥା ଜଣାପଡ଼ିନାହିଁ। ବିମାନ ଯାତ୍ରା କରିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଆରୋଗ୍ୟ ସେତୁ ଆପ ଡାଉନ ଲୋଡ କରିବେ ଓ ଏଥିରେ ଗ୍ରୀନ ସିଗ୍ନାଲ ମିଳିଲେ ହିଁ ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ। ଏୟାରପୋର୍ଟରେ ସ୍କ୍ରିନିଂ ହେବ ବୋଲି ନିୟମ ରହିଛି।

ଏହା ସତ୍ତ୍ୱେ କେମିତି ଏହି ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ବିମାନରେ ଯାତ୍ରା କରିବାକୁ ଅନୁମତି ପାଇଲେ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story