ଭାରତର କେତେ ପ୍ରତିଶତ ଅଞ୍ଚଳରେ ବ୍ୟାପିଲାଣି କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୯୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ମହାମାରୀ କରୋନା ବିରୋଧରେ ଭାରତ ସରକାର ଲଢ଼େଇ କରୁଛନ୍ତି। ହେଲେ ଦେଶର ୩୦% ଅଞ୍ଚଳରେ କରୋନା ବ୍ୟାପି ସାରିଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, […]

ec

ec

Hemant Lenka
  • Published: Saturday, 04 April 2020
  • Updated: 04 April 2020, 04:25 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୯୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି।

ମହାମାରୀ କରୋନା ବିରୋଧରେ ଭାରତ ସରକାର ଲଢ଼େଇ କରୁଛନ୍ତି। ହେଲେ ଦେଶର ୩୦% ଅଞ୍ଚଳରେ କରୋନା ବ୍ୟାପି ସାରିଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ୭୨୦ଟି ଜିଲ୍ଲା ମଧ୍ୟରୁ ଏବେ ସୁଦ୍ଧା ୨୧୧ଟି ଜିଲ୍ଲାରେ କରୋନା ତା’ର ଉପସ୍ଥିତି ଜାହିର କରିସାରିଛନ୍ତି। ଏହି ୨୧୧ଟି ଜିଲ୍ଲା ମଧ୍ୟରୁ କିଛି ସ୍ଥାନରେ କରୋନା ୬୦% ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ଆଉ କିଛି ସ୍ଥାନରେ ୩୦% ସଂକ୍ରମିତ ହୋଇଛନ୍ତି।

ବିଶେଷଜ୍ଞଙ୍କ ମତରେ ଯଦି ଭାରତରେ କରୋନା ବ୍ୟାପିବାରେ ଲାଗିବ, ତା’ହେଲେ ଏହାକୁ ରୋବିକା ବେଶ କଷ୍ଟକର ହେବ। କରୋନା ବ୍ୟାପିଲେ ଟେଷ୍ଟିଂ କିଟ୍ ଓ ମେଡିକାଲ ସେବାରେ ଗୁରୁତର ସମସ୍ୟା ସୃଷ୍ଟି ହେବ। ଏହା ବ୍ୟତୀତ ଆହୁରି ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି।

କର୍ଣ୍ଣାକଟା ସରକାର କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଭୂତାଣୁ ଠାବ ହୋଇଛି। ହେଲେ ଲକଡାଉନ ଏହାକୁ ରୋକିବାରେ ସହାୟକ ହେଉଛି। କିନ୍ତୁ କିଛି ଲୋକ ଏହାକୁ ମାନୁ ନଥିବାରୁ କରୋନା ବ୍ୟାପିବାର ଆଶଙ୍କା ବଢ଼ୁଛି।

ତାମିଲନାଡୁର ୩୭ଟି ଜିଲ୍ଲାରୁ ୨୩ଟିରେ କରୋନା ବ୍ୟାପିଥିବା ବେଳେ ମହାରାଷ୍ଟ୍ରରର ୩୬ରୁ ୧୯, କର୍ଣ୍ଣାଟକାର ୩୦ରୁ ୧୪, ଜମ୍ମୁ-କଶ୍ମୀରର ୨୦ରୁ ୯, ପଶ୍ଚିମବଙ୍ଗରେ ୨୩ରୁ ୯, ତେଲେଙ୍ଗାନାରେ ୩୩ରୁ ୧୨, ରାଜସ୍ଥାନରେ ୩୩ରୁ ୧୧, ପଞ୍ଜାବରେ ୨୨ରୁ ୭, ଦିଲ୍ଲୀରେ ୧୧ରୁ ୧୧ ଓ କେରଳରେ ୧୪ରୁ ୧୪ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତ ସରକାରଙ୍କ ପାଖରେ ଏବେ ୬ ହଜାର ଭେଣ୍ଟିଲେଟର ଓ ୨ ହଜାରରୁ ଅଧିକ ଆଇସିୟୁ ବେଡ ରହିଛି। ଏଥିସହ କିଛି ରାଜ୍ୟରେ ତତ୍କାଳ ଭାବେ କୋଭିଡ୍‌-୧୯ ହସ୍ପିଟାଲମାନ ନିର୍ମାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story