ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମଳିନୀରେ ‘ସାମାଜିକ ଦୂରତା’କୁ ଫୁ’

ଚେନ୍ନାଇ: କରୋନା ମୁକାବିଲା ଉଦ୍ଦିଷ୍ଟ ୨୧ ଦିନିଆ ଲକ୍‌ଡାଉନ୍‌ର ପ୍ରମୁଖ ଉଦ୍ଦେଶ୍ୟ ରହିଛି ସାମାଜିକ ଦୂରତା। କିନ୍ତୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ କେ ପଲାନୀସ୍ୱାମୀଙ୍କ ସାମ୍ବାଦିକ ସମ୍ମିଳନୀରେ ଦୃଶ୍ୟ କିଛି ଅଲଗା ରହିଛି। ଏଠାରେ ସାମାଜିକ ଦୂରତା ବହୁ ଦୂରରେ ଥିବା ଭଳି ମନେ ହେଉଥିଲା। ଡିରେକ୍ଟୋରେଟ୍‌ ଅଫ୍‌ ମେଡିକାଲ ଆଣ୍ଡ ରୁରାଲ ହେଲ୍‌ଥ ସର୍ଭିସ୍‌ କମ୍ପ୍ଲେକ୍ସ ପରିସରରେ ଥିବା କରୋନା ଭାଇରସ୍‌ କଣ୍ଟ୍ରୋଲ୍‌ ରୁମ୍‌ ଥିବା ବହାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସରକାରୀ […]

Tamil

Tamil

Subrat Kumar Nayak
  • Published: Saturday, 28 March 2020
  • Updated: 28 March 2020, 04:21 PM IST

Sports

Latest News

ଚେନ୍ନାଇ: କରୋନା ମୁକାବିଲା ଉଦ୍ଦିଷ୍ଟ ୨୧ ଦିନିଆ ଲକ୍‌ଡାଉନ୍‌ର ପ୍ରମୁଖ ଉଦ୍ଦେଶ୍ୟ ରହିଛି ସାମାଜିକ ଦୂରତା। କିନ୍ତୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ କେ ପଲାନୀସ୍ୱାମୀଙ୍କ ସାମ୍ବାଦିକ ସମ୍ମିଳନୀରେ ଦୃଶ୍ୟ କିଛି ଅଲଗା ରହିଛି। ଏଠାରେ ସାମାଜିକ ଦୂରତା ବହୁ ଦୂରରେ ଥିବା ଭଳି ମନେ ହେଉଥିଲା।

ଡିରେକ୍ଟୋରେଟ୍‌ ଅଫ୍‌ ମେଡିକାଲ ଆଣ୍ଡ ରୁରାଲ ହେଲ୍‌ଥ ସର୍ଭିସ୍‌ କମ୍ପ୍ଲେକ୍ସ ପରିସରରେ ଥିବା କରୋନା ଭାଇରସ୍‌ କଣ୍ଟ୍ରୋଲ୍‌ ରୁମ୍‌ ଥିବା ବହାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସରକାରୀ ଅଧିକାରୀ ଏବଂ ସାମ୍ବାଦିକମାନେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଗହଳିରେ ଉପସ୍ଥିତ ଥିଲେ। କିଛି ଲୋକ ସାମ୍ବାଦିକଙ୍କୁ ଦୋଷ ଦେଇଥିବାବେଳେ ସାମ୍ବାଦିକମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ ଯେ, ତାମିଲନାଡ଼ୁରେ ମଧ୍ୟ କରୋନା ସ୍ଥିତି ଗମ୍ଭୀର ରହିଛି। ଏଠାରେ ୪୦ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇସାରିଛି। ପୂରା ଭାରତରେ ୮୦୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୯ ଜଣଙ୍କ ଜୀବନ ଯାଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story