ଦେଶରେ ଗଲାଣି ୬୨ ଜୀବନ, ଏଯାଏ ଆକ୍ରାନ୍ତ ହେଲେଣି ୨,୫୪୭

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ, ଏଯାଏ ମୋଟ ୨,୫୪୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଭାରତରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଥିବା ଏହି ସୂତ୍ରରୁ ଜଣାପଡ଼ିଛି। ୨୫୪୭ ଜଣଙ୍କ ମଧ୍ୟରୁ ୨୩୨୨ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ମଧ୍ୟ ରହିଛି। ୧୬୨ ଜଣ ସୁସ୍ଥ ହେଲେଣି ବା ଡିସଚାର୍ଜ ହୋଇଗଲେଣି। ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଆକ୍ରାନ୍ତ ରହିଛନ୍ତି। […]

corona

corona

Subrat Kumar Nayak
  • Published: Friday, 03 April 2020
  • Updated: 03 April 2020, 11:10 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ, ଏଯାଏ ମୋଟ ୨,୫୪୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଭାରତରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଥିବା ଏହି ସୂତ୍ରରୁ ଜଣାପଡ଼ିଛି।

୨୫୪୭ ଜଣଙ୍କ ମଧ୍ୟରୁ ୨୩୨୨ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ମଧ୍ୟ ରହିଛି। ୧୬୨ ଜଣ ସୁସ୍ଥ ହେଲେଣି ବା ଡିସଚାର୍ଜ ହୋଇଗଲେଣି।

ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଆକ୍ରାନ୍ତ ରହିଛନ୍ତି। ଏହା ପଛକୁ କେରଲରେ ୨୮୬ ଜଣ ଅଛନ୍ତି। ଗତ ମାସରେ ତବଲିଗି ଜମାତ୍‌ ଧାର୍ମିକ ସମ୍ମିଳନୀ କାରଣରୁ ହଠାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପରି ବୃଦ୍ଧି କାରଣରୁ ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୯ରେ ପହଞ୍ଚିଛି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଯାଇଛି।

ସେହିଭଳି ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ ଥିବାବେଳେ ତେଲେଙ୍ଗାନାରେ ୧୫୮, କର୍ଣ୍ଣାଟକାରେ ୧୨୪, ଆନ୍ଧ୍ରପ୍ରଦେଶରେ ୧୩୨ ଏବଂ ଉତ୍ତରପ୍ରଦେଶରେ ୧୭୨ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟପକ୍ଷରେ ଦେଶରେ ମୋଟ ୬୪୭ ଏଭଳି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ତବଲିଗି ଜମାତ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story