ଲକ୍‌ଡାଉନ୍‌ ପରର ଷ୍ଟ୍ରାଟେଜୀ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ୨୧ ଦିନର ଲକ୍‌ଡାଉନ୍‌ ସରିବା ପରେ ସ୍ଥିତିର ମୁକାବିଲା କିପରି କରାଯାଇ ପାରିବ ସେଥିପାଇଁ ନୀତି ନିର୍ଦ୍ଧାରଣ ଆବଶ୍ୟକ। ସମସ୍ତ ରାଜ୍ୟ ମିଳିତ ଭାବେ ଏଥିପାଇଁ ଷ୍ଟ୍ରାଟେଜୀ ସ୍ଥିର କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି। ଭାରତର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କନ୍‌ଫରେନ୍ସ ଯୋଗେ ସମ୍ବୋଧନ କରି ମୋଦି ଏପରି କହିଛନ୍ତି। କରୋନା ବିରୋଧରେ ଲଢ଼େଇ ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ସମସ୍ତଙ୍କ ସହଯୋଗ ପାଇଁ ମୋଦି ଏହି ବୈଠକରେ […]

bus

bus

Subrat Kumar Nayak
  • Published: Thursday, 02 April 2020
  • Updated: 02 April 2020, 05:53 PM IST

ନୂଆଦିଲ୍ଲୀ: ୨୧ ଦିନର ଲକ୍‌ଡାଉନ୍‌ ସରିବା ପରେ ସ୍ଥିତିର ମୁକାବିଲା କିପରି କରାଯାଇ ପାରିବ ସେଥିପାଇଁ ନୀତି ନିର୍ଦ୍ଧାରଣ ଆବଶ୍ୟକ। ସମସ୍ତ ରାଜ୍ୟ ମିଳିତ ଭାବେ ଏଥିପାଇଁ ଷ୍ଟ୍ରାଟେଜୀ ସ୍ଥିର କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି। ଭାରତର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କନ୍‌ଫରେନ୍ସ ଯୋଗେ ସମ୍ବୋଧନ କରି ମୋଦି ଏପରି କହିଛନ୍ତି।

କରୋନା ବିରୋଧରେ ଲଢ଼େଇ ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ସମସ୍ତଙ୍କ ସହଯୋଗ ପାଇଁ ମୋଦି ଏହି ବୈଠକରେ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଭାରତରେ ୨୦୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ଅନ୍ୟପକ୍ଷରେ ପ୍ରାୟ ୬୫ ଜଣ ପ୍ରାଣ ହରାଇ ସାରିଲେଣି।

ଏପରି ସ୍ଥିତିରେ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ମୋଦି ବୈଠକ ଡକାଇଥିଲେ। ଏହି ଅବସରରେ ସେ ବିଭିନ୍ନ ଡାକ୍ତରୀ ସାମଗ୍ରୀର ରପ୍ତାନୀ, ମେଡିସିନ୍‌ ପାଇଁ କଞ୍ଚାମାଲ୍‌ର ଉପଲବ୍ଧି ଏବଂ ମେଡିକାଲ ଇକ୍ୱିପମେଣ୍ଟ ଆଦି ବାବଦରେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ମୁଖ୍ୟମନ୍ତ୍ରୀମାନେ କହିଥିବା କଥା ସବୁ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିରେ ସୋଶାଲ ଡିଷ୍ଟାନ୍ସିଂ, ସନ୍ଦିଗ୍ଧ ଖୋଜା, ନିଜାମୁଦ୍ଦିନ୍‌ ମର୍କାଜ୍‌ରୁ ଫେରିଥିବା ଲୋକଙ୍କ ଚିହ୍ନଟ ଓ କ୍ୱାରେଣ୍ଟାଇନ୍‌ ପଦକ୍ଷେପ ଏବଂ ଡାକ୍ତରୀ ଭିତ୍ତିଭୂମି ଉନ୍ନତିକରଣ ଆଦି ବାବଦରେ ସେମାନେ ନେଇଥିବା ପଦକ୍ଷେପ ବାବଦରେ ସେମାନେ ଏହି ଅବସରରେ କହିଥିଲେ।

ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପ୍ରସ୍ତାବ ଦେଇଥିଲେ, ଧାର୍ମିକ ଗୁରୁମାନେ ବଡ଼ ଏକତ୍ରୀକରଣ କରିବାରୁ ଦୂରେଇ ରୁହନ୍ତୁ ବୋଲି ସରକାର ନିର୍ଦ୍ଦେଶ ଦିଅନ୍ତୁ। ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିଥିବା ଜଣାପଡ଼ିଛି। ଏହି ବୈଠକରେ ମୋଦିଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story