ଆପଣ କରୋନା ସଂକ୍ରମିତ ହେବାର ଆଶଙ୍କା ଅଛି କି ନାହିଁ ଜଣାଇବ ଏହି ସରକାରୀ ଆପ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହି ଭାଇରସ୍‌କୁ ଟ୍ରାକ୍‌ କରିବା ପାଇଁ କେନ୍ଦ୍ର ସରକାର ଏକ ଆପ୍ ଲଞ୍ଚ କରିଛନ୍ତି। ଏହି ଆପ୍‌ର ନାଁ ହେଉଛି ଆରୋଗ୍ୟ ସେତୁ (Aarogya setu)। ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ସହ ମିଶି ଏହି ଆପ୍‌କୁ ତିଆରି କରିଛି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଏହି ଆପ୍‌ ତିଆରି କରାଯାଇଛି। ଯଦି ଆପଣ କୌଣସି […]

Arogya-Setu

Arogya-Setu

Subrat Kumar Nayak
  • Published: Friday, 03 April 2020
  • Updated: 03 April 2020, 05:56 PM IST

Sports

Latest News

ଭୁବନେଶ୍ୱର: ସାରା ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହି ଭାଇରସ୍‌କୁ ଟ୍ରାକ୍‌ କରିବା ପାଇଁ କେନ୍ଦ୍ର ସରକାର ଏକ ଆପ୍ ଲଞ୍ଚ କରିଛନ୍ତି। ଏହି ଆପ୍‌ର ନାଁ ହେଉଛି ଆରୋଗ୍ୟ ସେତୁ (Aarogya setu)।

ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ସହ ମିଶି ଏହି ଆପ୍‌କୁ ତିଆରି କରିଛି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଏହି ଆପ୍‌ ତିଆରି କରାଯାଇଛି।

ଯଦି ଆପଣ କୌଣସି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାନ୍ତି, ତାଙ୍କ ସହିତ ଯାଇଛନ୍ତି ଏସବୁ ଏହି ଆପ୍‌ ଆପଣଙ୍କୁ ସୂଚିତ କରିବ। ଏଥିସହିତ ଆପଣଙ୍କୁ କରୋନା ସଂକ୍ରମଣ ନେଇ କେତେ ମାତ୍ରାରେ ଆଶଙ୍କା ରହିଛି ସେ ବିଷୟରେ ବି ଆରୋଗ୍ୟ ସେତୁ ଆପ୍‌ ଜଣାଇବ।

ଓଡ଼ିଆ, ହିନ୍ଦୀ, ଇଂରାଜୀ ସମେତ ୧୧ଟି ଭାଷାରେ ଏହି ଆପ୍‌ ଆପଣଙ୍କୁ ସୂଚନା ଦେବ। କରୋନା ସଂକ୍ରମଣ ରୋକିବାର ଉପାୟ କହିବା ସହିତ ଆପଣଙ୍କ ଲୋକେସନ୍ ଓ ଟ୍ରାଭେଲ୍‌ ହିଷ୍ଟ୍ରୀ ଚେକ୍‌ କରି ଆପଣଙ୍କ ସଂକ୍ରମଣରେ ବିପଦ ଅଛି କି ନାହଁ ତାହା ଜଣାଇଦେବ।

କେମିତି ବ୍ୟବହାର କରିବେ?

  • ଗୁଗଲ ପ୍ଲେଷ୍ଟୋର୍‌ରୁ Aarogya setu ଆପ୍ ଡାଉନ୍‌ଲୋଡ୍ କରନ୍ତୁ।
  • ଏହାପରେ ଆପଣଙ୍କ ନାଁ ଓ ମୋବାଇଲ୍ ନମ୍ବର୍‌ ଦେଇ ପଞ୍ଜିକରଣ କରନ୍ତୁ।
  • ଆପଣ ଯେଉଁ ଭାଷାରେ ସୂଚନା ପାଇବାକୁ ଚାହୁଁଛନ୍ତି ସେହି ଭାଷା ଚୟନ କରନ୍ତୁ। ଏହାପରେ ଆପଣ ଚାହୁଁଥିବା ସୂଚନାର ବିକଳ୍ପ ବାଛି ସେ ବିଷୟରେ ତଥ୍ୟ ପାଇପାରିବେ।
  • ଆରୋଗ୍ୟ ସେତୁ ଆପ୍ ନିମ୍ନ ଆଡ଼କୁ ସ୍ୱାସ୍ଥ୍ୟମନ୍ତ୍ରାଳୟର ଟ୍ୱିଟ୍‌ ଅପ୍‌ଡେଟ୍‌ ବି ଆପଣ ପାଇପାରିବେ। ସେହିଭଳି ଡାଟା ପ୍ରାଇଭେସିକୁ ନେଇ ସରକାର କହିଛନ୍ତି ଯେ ଆରୋଗ୍ୟ ସେତୁ ଆପ୍‌ରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story