କୋର୍ଟର ସାଇଜ୍‌ ଦେଖି ଏମିତି ପ୍ରତିକ୍ରିୟା ରଖିଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ରୋଜ୍‌ ଆଭେନ୍ୟୁ କମ୍ପ୍ଲେକ୍ସଠାରେ ଥିବା ସିବିଆଇ କୋର୍ଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ହାଜର କରାଯିବା ପରେ ସେ କୋର୍ଟର ସାଇଜ୍‌ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ। ସେ ସିବିଆଇ ଅଧିକାରୀଙ୍କୁ କହିଥିଲେ, ନୂଆ କମ୍ପ୍ଲେକ୍ସରେ କୋର୍ଟ ରୁମ୍‌ଗୁଡ଼ିକ ବହୁତ ଛୋଟ। ସେ କହିଥିଲେ, ମୁଁ ଭାବୁଥିଲି ନୂଆ କୋର୍ଟରେ ବଡ଼ ବଡ଼ ରୁମ୍‌ ଥିବ। ଅଧିକାରୀମାନେ କହିଥିଲେ, ବଡ଼ ବଡ଼ ମାମଲା ଏହି କୋର୍ଟରୁମ୍‌ରେ ପରିଚାଳନା କରିବା କଷ୍ଟକର ହୁଏ। କୋଇଲା ଦୁର୍ନୀତିରେ […]

chidambaram(1)

chidambaram(1)

Subrat Kumar Nayak
  • Published: Thursday, 22 August 2019
  • Updated: 22 August 2019, 04:52 PM IST

Sports

Latest News

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ରୋଜ୍‌ ଆଭେନ୍ୟୁ କମ୍ପ୍ଲେକ୍ସଠାରେ ଥିବା ସିବିଆଇ କୋର୍ଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ହାଜର କରାଯିବା ପରେ ସେ କୋର୍ଟର ସାଇଜ୍‌ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ। ସେ ସିବିଆଇ ଅଧିକାରୀଙ୍କୁ କହିଥିଲେ, ନୂଆ କମ୍ପ୍ଲେକ୍ସରେ କୋର୍ଟ ରୁମ୍‌ଗୁଡ଼ିକ ବହୁତ ଛୋଟ।

ସେ କହିଥିଲେ, ମୁଁ ଭାବୁଥିଲି ନୂଆ କୋର୍ଟରେ ବଡ଼ ବଡ଼ ରୁମ୍‌ ଥିବ। ଅଧିକାରୀମାନେ କହିଥିଲେ, ବଡ଼ ବଡ଼ ମାମଲା ଏହି କୋର୍ଟରୁମ୍‌ରେ ପରିଚାଳନା କରିବା କଷ୍ଟକର ହୁଏ। କୋଇଲା ଦୁର୍ନୀତିରେ ଅଭିଯୁକ୍ତ ଏବଂ ତାଙ୍କ ଓକିଲମାନଙ୍କୁ ଏକାଠି ଗୋଟିଏ କୋର୍ଟରୁମ୍‌ରେ ରଖିବା କଷ୍ଟକର ହୁଏ।

ଗତ ବର୍ଷ ଏପ୍ରିଲରେ ଉଦ୍‌ଘାଟିତ ଏହି କୋର୍ଟ କମ୍ପ୍ଲେକ୍ସରେ ସମସ୍ତ ଦୁର୍ନୀତି ମାମଲାର ଶୁଣାଣି ହୁଏ। ଦିଲ୍ଲୀ ହାଇକୋର୍ଟର ଏକ ବିଜ୍ଞପ୍ତିରେ କୁହାଯାଇଥିଲା, ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତ, ସିବିଆଇ, ର୍ନତି ନିରୋଧୀ ଏବଂ ଶ୍ରମ ଅଦାଲତ ଆଦି ସବୁ ଏହି ରୋଜ୍‌ ଆଭେନ୍ୟୁ କମ୍ପ୍ଲେକ୍ସରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story