ବାଣ କାରଖାନାରେ ଅଗ୍ନିକାଣ୍ଡ: ୮ ମୃତ, ୨୫ ଆହତ

ରାଞ୍ଚି: ଝାଡ଼ଖଣ୍ଡର କୁମାରଧୁବିରେ ଥିବା ଏକ ବାଣ କାରଖାନାରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ପଶ୍ଚିମବଙ୍ଗଳାର ଉମଦଙ୍ଗାରେ ଥିବା ଏକ ବାଣ କାରଖାନାରେ ନିଆଁ ଲାଗିବାରୁ ୨୪ ଜଣ ଆହତ ହୋଇଛନ୍ତି।

Rakesh Mallick
  • Published: Monday, 25 September 2017
  • Updated: 25 September 2017, 07:22 AM IST

Sports

Latest News

ରାଞ୍ଚି: ଝାଡ଼ଖଣ୍ଡର କୁମାରଧୁବିରେ ଥିବା ଏକ ବାଣ କାରଖାନାରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସେହିପରି ପଶ୍ଚିମବଙ୍ଗଳାର ଉମଦଙ୍ଗାରେ ଥିବା ଏକ ବାଣ କାରଖାନାରେ ନିଆଁ ଲାଗିବାରୁ ୨୪ ଜଣ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story