ପ୍ରସିଦ୍ଧ ସିରିଡ଼ି ସାଇଙ୍କ ମନ୍ଦିରରେ ଫାଟ; ମରାମତି ଦାୟିତ୍ୱରେ ଓଡ଼ିଆ ଇଞ୍ଜିନିୟର

ମୁମ୍ବାଇ,(ସୁରେଶ ଦାଶ): ଆସ୍ଥା ଆଉ ବିଶ୍ୱାସର ଡୋର ସିରିଡିକୁ ଟାଣି ଆଣେ ଶ୍ରଦ୍ଧାଳୁଙ୍କୁ। ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାଇ ବାବାଙ୍କ ଦର୍ଶନ ପାଇଁ କାହିଁ କେତେ ବାଟରୁ ଚାଲି ଆସନ୍ତି। ଶହେ ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇ ଆସୁଛି ବାବାଙ୍କ ପୂଜାର୍ଚ୍ଚନା। ହେଲେ ଏହି ପୁରାତନ ମନ୍ଦିରର କିଛି ଅଂଶରେ ଏବେ  ଦେଖାଦେଇଛି ଫାଟ। ଏହାର ମରାମତି ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଇଞ୍ଜିନିୟର୍ ସୁରେଶ ସାହୁ। ମନ୍ଦିରରେ ଫାଟଥିବା […]

sai

sai

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 08:49 AM IST

Sports

Latest News

ମୁମ୍ବାଇ,(ସୁରେଶ ଦାଶ): ଆସ୍ଥା ଆଉ ବିଶ୍ୱାସର ଡୋର ସିରିଡିକୁ ଟାଣି ଆଣେ ଶ୍ରଦ୍ଧାଳୁଙ୍କୁ। ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାଇ ବାବାଙ୍କ ଦର୍ଶନ ପାଇଁ କାହିଁ କେତେ ବାଟରୁ ଚାଲି ଆସନ୍ତି। ଶହେ ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇ ଆସୁଛି ବାବାଙ୍କ ପୂଜାର୍ଚ୍ଚନା। ହେଲେ ଏହି ପୁରାତନ ମନ୍ଦିରର କିଛି ଅଂଶରେ ଏବେ  ଦେଖାଦେଇଛି ଫାଟ। ଏହାର ମରାମତି ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଇଞ୍ଜିନିୟର୍ ସୁରେଶ ସାହୁ। ମନ୍ଦିରରେ ଫାଟଥିବା ସ୍ଥାନଟିକୁ ଚିହ୍ନଟ କରି ଏହାର ମରାମତି ପାଇଁ ଲାଗି ପଡ଼ିଛନ୍ତି ବ୍ରହ୍ମପୁରର ନିବାସୀ ସୁରେଶ ସାହୁଙ୍କ ଟିମ୍। ମନ୍ଦିରର ଛାତ, ସାଇ ବାବାଙ୍କ ଆସ୍ଥାନ ସମେତ ବିଭିନ୍ନ କାନ୍ଥକୁ ତର୍ଜମା କରୁଛି ଟିମ୍।

ସୁରେଶ ନିଜେ ଜଣେ ସାଇ ଭକ୍ତ। ତେଣୁ ମନ୍ଦିର ମରାମତି କାମରେ ନିଯୁକ୍ତ ହୋଇଥିବାରୁ ନିଜକୁ ଧନ୍ୟ ମଣିଛନ୍ତି। ବ୍ରହ୍ମପୁରର ନିବାସୀ ସୁରେଶ ୧୨ ବର୍ଷ ହେଲା ମୁମ୍ବାଇରେ  ରହି ଆସୁଛନ୍ତି।

ସୁରେଶ କହିଛନ୍ତି,“ମୋତେ ସିରିଡିରେ ସାଇ ବାବାଙ୍କ ମନ୍ଦିରରେ ମରାମତି ପାଇଁ ନିଯୁକ୍ତି କରାଯାଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ମୁଁ ଓ ମୋର ଟିମ୍ ମନ୍ଦିରର ମରାମତି କାମରେ ଲାଗିପଡ଼ିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story