ପାଇଲଟ୍‌ ହୋଇପାରିଲେନି ବୋଲି ନାନୋକୁ ଦେଲେ ହେଲିକପ୍ଟରର ରୂପ

ପାଟନା: ମଣିଷ ଇଚ୍ଛା କଲେ କ’ଣ ନାଇଁ କ’ଣ କରିଦିଏ। କିନ୍ତୁ ଏହି ଇଚ୍ଛା ଟିକକ ପୂରଣ ନହେଲେ ମଣିଷ କେତେ ଅଜବ ଗଜବ କାମ ସବୁ କରିପକାଏ, ତା’ର ସୀମା ନାହିଁ। ବିହାରର ମିଥିଲେଶ ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ସ୍ୱପ୍ନ ଥିଲା ସେ ପାଇଲଟ୍‌ ହେବେ। କିନ୍ତୁ ଏହା ସମ୍ଭବ ନ ହେବାରୁ ସେ ଯେଉଁ କାରନାମା ଦେଖାଇଲେ ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା। ସେ ନିଜ ସ୍ୱପ୍ନ ଭାଙ୍ଗିବାରେ ବ୍ୟଥିତ ହୋଇ […]

nano

nano

Subrat Kumar Nayak
  • Published: Saturday, 10 August 2019
  • Updated: 10 August 2019, 04:39 PM IST

Sports

Latest News

ପାଟନା: ମଣିଷ ଇଚ୍ଛା କଲେ କ’ଣ ନାଇଁ କ’ଣ କରିଦିଏ। କିନ୍ତୁ ଏହି ଇଚ୍ଛା ଟିକକ ପୂରଣ ନହେଲେ ମଣିଷ କେତେ ଅଜବ ଗଜବ କାମ ସବୁ କରିପକାଏ, ତା'ର ସୀମା ନାହିଁ। ବିହାରର ମିଥିଲେଶ ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ସ୍ୱପ୍ନ ଥିଲା ସେ ପାଇଲଟ୍‌ ହେବେ। କିନ୍ତୁ ଏହା ସମ୍ଭବ ନ ହେବାରୁ ସେ ଯେଉଁ କାରନାମା ଦେଖାଇଲେ ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା।

ସେ ନିଜ ସ୍ୱପ୍ନ ଭାଙ୍ଗିବାରେ ବ୍ୟଥିତ ହୋଇ ମିଥିଲେଶ ଏକ ଟାଟା ନାନୋ କାର୍‌କୁ ହେଲିକପ୍ଟରର ରୂପ ଦେଇଛନ୍ତି। କାରର ଉପରେ ଅବିକଳ ହେଲିକପ୍ଟର ପରି ପଙ୍ଖା ରହିଛି।
https://youtu.be/ZGqgIfpiODo
ଏତଦ୍‌ବ୍ୟତୀତ ରୋଟୋର ବ୍ଲେଡ୍‌, ଟେଲ୍‌, ଟେଲ୍‌ ବୁମ୍‌ ଏବଂ ରୋଟର ମାଷ୍ଟ ଆଦି ରହିଛି। କାର୍‌ର ଇଣ୍ଟେରିଅର ମଧ୍ୟ ହେଲିକପ୍ଟର ଭଳି ନିର୍ମାଣ କରାଯାଇଛି। ଏହାକୁ ପୂରା ହେଲିକପ୍ଟର ଭଳି ପେଣ୍ଟିଂ ମଧ୍ୟ କରାଯାଇଛି। କିନ୍ତୁ ଦୁଃଖର କଥା, ଏହି ପଙ୍ଖା ବୁଲୁଥିଲେ ମଧ୍ୟ କାରଟିକୁ ହେଲିକପ୍ଟର ଭଳି ଉଡ଼ାଇବାରେ ସକ୍ଷମ ହୋଇପାରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story