ଜମାତ ମୁଖ୍ୟ ମୌଲାନାଙ୍କ ଫାର୍ମ ହାଉସରେ କ୍ରାଇମବ୍ରାଞ୍ଚ ରେଡ୍

ନୂଆଦିଲ୍ଲୀ: ତବଲିଗି ଜମାତ ପ୍ରମୁଖ ମୌଲାନା ସଦଙ୍କ ଫାର୍ମ ହାଉସରେ ରେଡ୍ କରିଛି କ୍ରାଇମବ୍ରାଞ୍ଚ। ୬ ଜଣିଆ ଟିମ୍ ମୌଲାନାଙ୍କର ଉତ୍ତର ପ୍ରଦେଶ ଶମଲି ଜିଲ୍ଲାସ୍ଥିତ କନ୍ଧଳରେ ଥିବା ଫାର୍ମ ହାଉସରେ ରେଡ୍ କରିଛି। ଏ ନେଇ ଶମଲି ଥାନା ଅଧିକାରୀ ବିନୀତ ଜଇଶ୍ୱାଲ ସୂଚନା ଦେଇଛନ୍ତି। ଦିଲ୍ଲୀ ପୁଲିସର ୫ ଜଣ ଅଫିସର ଏବଂ ଜଣେ ଡ୍ରାଇଭର ସକାଳ ୧୦ଟାରେ ଏକ କାର ଯୋଗେ ମୌଲାନାଙ୍କ ଫାର୍ମ ହାଉସକୁ ଆସିଥିଲେ। ଏହି କ୍ରାଇମବ୍ରାଞ୍ଚ ଟିମ୍ ଫାର୍ମ […]

Jamaat chief Saad

Jamaat chief Saad

Subhransu Sekhar
  • Published: Thursday, 23 April 2020
  • Updated: 23 April 2020, 09:16 PM IST

Sports

Latest News

ନୂଆଦିଲ୍ଲୀ: ତବଲିଗି ଜମାତ ପ୍ରମୁଖ ମୌଲାନା ସଦଙ୍କ ଫାର୍ମ ହାଉସରେ ରେଡ୍ କରିଛି କ୍ରାଇମବ୍ରାଞ୍ଚ। ୬ ଜଣିଆ ଟିମ୍ ମୌଲାନାଙ୍କର ଉତ୍ତର ପ୍ରଦେଶ ଶମଲି ଜିଲ୍ଲାସ୍ଥିତ କନ୍ଧଳରେ ଥିବା ଫାର୍ମ ହାଉସରେ ରେଡ୍ କରିଛି। ଏ ନେଇ ଶମଲି ଥାନା ଅଧିକାରୀ ବିନୀତ ଜଇଶ୍ୱାଲ ସୂଚନା ଦେଇଛନ୍ତି। ଦିଲ୍ଲୀ ପୁଲିସର ୫ ଜଣ ଅଫିସର ଏବଂ ଜଣେ ଡ୍ରାଇଭର ସକାଳ ୧୦ଟାରେ ଏକ କାର ଯୋଗେ ମୌଲାନାଙ୍କ ଫାର୍ମ ହାଉସକୁ ଆସିଥିଲେ। ଏହି କ୍ରାଇମବ୍ରାଞ୍ଚ ଟିମ୍ ଫାର୍ମ ହାଉସରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହଯୋଗ ଲୋଡ଼ିଥିଲେ ବୋଲି କନ୍ଧଳ ପୁଲିସ କହିଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୩୧ରେ କ୍ରାଇମବ୍ରାଞ୍ଚ ଟିମ୍ ମୌଲାନା ସଦଙ୍କ ଏବଂ ତାଙ୍କର ୬ ସହଯୋଗୀଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ମାର୍ଚ୍ଚ ୨୪ ପରେ ସାରା ଦେଶ ଲକଡାଉନ୍ ରହିଛି। ଏଭଳି ସ୍ଥିତିରେ ଦିଲ୍ଲୀ ନିଜାମୁଦ୍ଦିନରେ ଜମାତି ସଦସ୍ୟଙ୍କୁ ନେଇ ଧାର୍ମିକ ସମ୍ମିଳନୀ କରିଥିଲେ ମୌଲାନା ସଦ। କିଛି ଦିନ ପରେ ଏହି ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ବ୍ୟକ୍ତି କରୋନାରେ ମୃତ୍ୟୁ ବରଣ କରିଥିଲେ। ଏମିତିକି ଏହି ସମ୍ମିଳନୀରେ ଯୋଗ ଦେଇଥିବା ଅନେକ ଜମାତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story