ମହାମେଣ୍ଟ ଚିତ୍‌: କ୍ରସ ଭୋଟିଂରେ କୋବିନ୍ଦଙ୍କୁ ମିଳିଲା ୧୧୯ ଜଣ ବିରୋଧୀ ବିଧାୟକଙ୍କ ଭୋଟ୍‌

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଯାଇଛି ଏବଂ ରାମନାଥ କୋବିନ୍ଦ ଦେଶର ୧୪ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ  ବିରୋଧୀ ଦଳର ପ୍ରାର୍ଥୀ ମୀରାକୁମାରଙ୍କୁ ହରାଇ ଏନ୍‌ଡିଏ ପ୍ରାର୍ଥୀ କୋବିନ୍ଦ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ବିରୋଧୀ ଦଳମାନଙ୍କର ରଣକୌଶଳ ସମ୍ପୂର୍ଣ୍ଣ ଭାବେ ଫେଲ୍ ହୋଇଥିବା ଚର୍ଚ୍ଚା ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜଣାପଡିଛି। ଅତି କମରେ ୧୦ଟି ରାଜ୍ୟରେ କଂଗ୍ରେସ ବିଧାୟକମାନେ ମୀରାକୁମାରଙ୍କୁ ଭୋଟ୍‌ ନଦେଇ କୋବିନ୍ଦଙ୍କୁ ଭୋଟ୍‌ ଦେଇଛନ୍ତି। […]

kovind-

kovind-

Rakesh Mallick
  • Published: Friday, 21 July 2017
  • Updated: 21 July 2017, 04:25 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଯାଇଛି ଏବଂ ରାମନାଥ କୋବିନ୍ଦ ଦେଶର ୧୪ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ  ବିରୋଧୀ ଦଳର ପ୍ରାର୍ଥୀ ମୀରାକୁମାରଙ୍କୁ ହରାଇ ଏନ୍‌ଡିଏ ପ୍ରାର୍ଥୀ କୋବିନ୍ଦ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ବିରୋଧୀ ଦଳମାନଙ୍କର ରଣକୌଶଳ ସମ୍ପୂର୍ଣ୍ଣ ଭାବେ ଫେଲ୍ ହୋଇଥିବା ଚର୍ଚ୍ଚା ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜଣାପଡିଛି। ଅତି କମରେ ୧୦ଟି ରାଜ୍ୟରେ କଂଗ୍ରେସ ବିଧାୟକମାନେ ମୀରାକୁମାରଙ୍କୁ ଭୋଟ୍‌ ନଦେଇ କୋବିନ୍ଦଙ୍କୁ ଭୋଟ୍‌ ଦେଇଛନ୍ତି। ଏହାସହ ୧୧୯ ଜଣ ବିରୋଧୀ ଦଳର ବିଧାୟକ ମୀରାକୁମାରଙ୍କ ବଦଳରେ କୋବିନ୍ଦଙ୍କୁ ଭୋଟ୍‌ ଦେଇଛନ୍ତି। ଯାହା ବିରୋଧୀ ମହାମେଣ୍ଟ ପାଇଁ ଏବେ ଚିନ୍ତାର କାରଣ ପାଲିଟିଛି। ମଧ୍ୟପ୍ରେଦଶ, ଗୁଜରାଟ, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ କୋବିନ୍ଦଙ୍କୁ ଅଧିକ ଭୋଟ୍‌ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story