ସିଆରପିଏଫ ଅଫିସରଙ୍କ ସଂସ୍ପର୍ଶରେ ଆସି ଏକାନ୍ତବାସରେ ଗଲେ ଡିଜି

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସିଆରପିଏଫର ମହାନିର୍ଦ୍ଦେଶକ ଏ.ପି. ମାହେଶ୍ୱରୀ ନିଜ ଆଡ଼ୁ ଏକାନ୍ତବାସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସେ ୧୪ ଦିନ ପାଇଁ ଏକାନ୍ତବାସରେ ରହିବେ। ଏ ନେଇ ବିଭାଗ ତରଫରୁ ସୂଚନା ଦିଆଯାଇଛି। A Central Reserve Police Force (CRPF) officer has tested positive for #COVID19. All personnel in contact with […]

kerala corona

kerala corona

Subhransu Sekhar
  • Published: Sunday, 05 April 2020
  • Updated: 05 April 2020, 01:22 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସିଆରପିଏଫର ମହାନିର୍ଦ୍ଦେଶକ ଏ.ପି. ମାହେଶ୍ୱରୀ ନିଜ ଆଡ଼ୁ ଏକାନ୍ତବାସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସେ ୧୪ ଦିନ ପାଇଁ ଏକାନ୍ତବାସରେ ରହିବେ। ଏ ନେଇ ବିଭାଗ ତରଫରୁ ସୂଚନା ଦିଆଯାଇଛି।

https://twitter.com/ANI/status/1246503854205628416

ଡିଆଇଜି ଦିନକରଣ (ସିଆରପିଏଫ ମୁଖପାତ୍ର) କହିଛନ୍ତି, କରୋନା ସଂକ୍ରମଣରେ ସିଆରପିଏଫ ଡିଜି ଆସିଥିଲେ। ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ରହିଛି। ହେଲେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସେ ନିଜକୁ ୧୪ ଦିନ ପାଇଁ ଏକାନ୍ତବାସରେ ରହିଛନ୍ତି। ସିଆରପିଏଫର ସିଏମଓ ଦିଲ୍ଲୀର ସାକେତରେ ଥିବା ଅଫିସର୍ସଙ୍କ ମେସରେ ରହୁଥିଲେ। ଗୁରୁବାର ଦିନ ସେ କରୋନାରେ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ଏବେ ସିଏମଓଙ୍କ ସହିତ ଯେଉଁ ୪୦ ଜଣ ଯବାନ ସଂପର୍କରେ ଆସିଥିଲେ ସେମାନଙ୍କୁ ମଧ୍ୟ ଏକାନ୍ତବାସରେ ରହିବାକୁ କୁହାଯାଇଛି।

ତେବେ ସିଆରପିଏଫର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କେମିତି କରୋନାରେ ସଂକ୍ରମିତ ହେଲେ ସେ ନେଇ କୌଣସି ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story