ମହିଳା ପଥର ଫିଙ୍ଗାଳିଙ୍କୁ ସାବାଡ଼ କରିବେ ମହିଳା ଯବାନ: ସିଆର୍‌ପିଏଫ୍ ପ୍ରସ୍ତୁତ କଲା ନୂଆ ରଣନୀତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଅଶାନ୍ତ କାଶ୍ମୀର ଉପତ୍ୟକାରେ ପଥର ଫିଙ୍ଗାଳିଙ୍କୁ ସାବାଡ଼ କରିବାକୁ ମୁତୟନ ହେବେ ମହିଳା ସିଆର୍ପିଏଫ୍ ଯବାନ। କିଛି ଦିନ ହେଲା ମହିଳା ପଥର ଫିଙ୍ଗାଳିଙ୍କ ସଂଖ୍ୟା ବଢୁଥିବାରୁ ଏହି ରଣନୀତି କରାଯାଉଛି। ସେଥିପାଇଁ ସିଆର୍ପିଏଫ ମହିଳା ଯବାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଟ୍ରେନିଂ। ହାତରେ ବନ୍ଧୁକ, ଟାର୍ଗେଟରେ ଆତଙ୍କବାଦୀ। ସ୍ୱତନ୍ତ୍ର ଭାବେ କାଶ୍ମୀରର ପଥର ଫିଙ୍ଗାଳିଙ୍କ ମୁକାବିଲା ପାଇଁ ଟ୍ରେନିଂ ନେଉଛନ୍ତି ମହିଳା ସିଆର୍‌ପିଏଫ୍ ଯବାନ। ଟ୍ରେନିଂ ସେଣ୍ଟରରେ କଠିନ ପରିଶ୍ରମ ମହିଳା ସିଆର୍‌ପିଏଫ୍ ଯବାନ। […]

CRPF-women-commandos

CRPF-women-commandos

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 08:14 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଅଶାନ୍ତ କାଶ୍ମୀର ଉପତ୍ୟକାରେ ପଥର ଫିଙ୍ଗାଳିଙ୍କୁ ସାବାଡ଼ କରିବାକୁ ମୁତୟନ ହେବେ ମହିଳା ସିଆର୍ପିଏଫ୍ ଯବାନ। କିଛି ଦିନ ହେଲା ମହିଳା ପଥର ଫିଙ୍ଗାଳିଙ୍କ ସଂଖ୍ୟା ବଢୁଥିବାରୁ ଏହି ରଣନୀତି କରାଯାଉଛି। ସେଥିପାଇଁ ସିଆର୍ପିଏଫ ମହିଳା ଯବାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଟ୍ରେନିଂ।

ହାତରେ ବନ୍ଧୁକ, ଟାର୍ଗେଟରେ ଆତଙ୍କବାଦୀ। ସ୍ୱତନ୍ତ୍ର ଭାବେ କାଶ୍ମୀରର ପଥର ଫିଙ୍ଗାଳିଙ୍କ ମୁକାବିଲା ପାଇଁ ଟ୍ରେନିଂ ନେଉଛନ୍ତି ମହିଳା ସିଆର୍‌ପିଏଫ୍ ଯବାନ। ଟ୍ରେନିଂ ସେଣ୍ଟରରେ କଠିନ ପରିଶ୍ରମ ମହିଳା ସିଆର୍‌ପିଏଫ୍ ଯବାନ। ପୁରୁଷ ପଥର ଫିଙ୍ଗାଳିଙ୍କ ସହ ମହିଳା ପଥର ଫିଙ୍ଗାଳିଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସେମାନଙ୍କ ମୁକାବିଲା କରିବାକୁ ମହିଳା ଯବାନଙ୍କୁ ନିୟୋଜିତ କରିବାକୁ ଏହି ରଣନୀତି ଆପଣେଇଛି ସିଆର୍‌ପିଏଫ୍‌।Image result for CRPF ready with women commandos to deal with stone pelters

ଦେଶର ପ୍ରାୟ ୫ ଶହ ମହିଳା କମାଣ୍ଡୋଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ଖାପଖୁଆଇ ଶତ୍ରୁର ମୁକାବିଲା କରିବେ ଏହି ମହିଳା କୋମାଣ୍ଡୋ। ଏମିତି କି ଆଖିରେ କଳା ପଟି ବାନ୍ଧି ଚାଲିଛି ବନ୍ଧୁକ ଚାଳନା ପ୍ରଶିକ୍ଷଣ।  ଏହା ଦ୍ୱାରା ଅନ୍ଧାର ରାତିରେ ମଧ୍ୟରେ ଶତ୍ରୁକୁ ନିପାତ କରିବାରେ କୌଣସି ଅସୁବିଧା ହେବ ନାହିଁ। ଆତଙ୍କବାଦୀ ବିରୋଧୀ ଅପରେସନରେ ମଧ୍ୟ ଏମାନେ ନିୟୋଜିତ ହେବେ।Image result for CRPF ready with women commandos to deal with stone pelters

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story