ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ବାରଣାସୀରେ ହିଂସା: ୧୦ରୁ ଅଧିକ ପୋଲିସ ଗାଡି ପୋଡି, କର୍ଫ୍ୟୁ ଜାରି

ବାରଣାସୀ: ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଲିସ ପକ୍ଷରୁ କରାଯାଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବାରଣାସୀରେ ସୋମବାର ବ୍ୟାପକ ହିଂସା ଦେଖାଦେଇଛି। ବିକ୍ଷୋଭକାରୀମାନେ ବାରଣାସୀ ପୋଲିସର ୧୦ରୁ ଅଧିକ ଗାଡି ପୋଡିଦେଇ ଥିବା ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ସ୍ଥାନୀୟ ଟାଉନ୍ ହଲରୁ ଏହାର ପ୍ରତିବାଦରେ ଆଜି ବିକ୍ଷୋଭକାରୀମାନେ ‘ଅନ୍ୟାୟ ପ୍ରତିକାର ଯାତ୍ରା’ କରିଥିଲେ। ଅପରାହ୍ନ ୪ଟା ୩୦ ବେଳକୁ ବିକ୍ଷୋଭକାରୀମାନେ ବାରଣାସୀର ଗୋଡାଉଲିଆରେ ପହଞ୍ଚି ବ୍ୟାପକ ପୋଡାଜଳା କରିଥିଲେ। […]

varanasi8

varanasi8

Rakesh Mallick
  • Published: Monday, 05 October 2015
  • Updated: 05 October 2015, 03:10 PM IST

Sports

Latest News

varanasi8-iaminବାରଣାସୀ: ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଲିସ ପକ୍ଷରୁ କରାଯାଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବାରଣାସୀରେ ସୋମବାର ବ୍ୟାପକ ହିଂସା ଦେଖାଦେଇଛି। ବିକ୍ଷୋଭକାରୀମାନେ ବାରଣାସୀ ପୋଲିସର ୧୦ରୁ ଅଧିକ ଗାଡି ପୋଡିଦେଇ ଥିବା ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ସ୍ଥାନୀୟ ଟାଉନ୍ ହଲରୁ ଏହାର ପ୍ରତିବାଦରେ ଆଜି ବିକ୍ଷୋଭକାରୀମାନେ ‘ଅନ୍ୟାୟ ପ୍ରତିକାର ଯାତ୍ରା’ କରିଥିଲେ। ଅପରାହ୍ନ ୪ଟା ୩୦ ବେଳକୁ ବିକ୍ଷୋଭକାରୀମାନେ ବାରଣାସୀର ଗୋଡାଉଲିଆରେ ପହଞ୍ଚି ବ୍ୟାପକ ପୋଡାଜଳା କରିଥିଲେ। ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିକ୍ଷୋଭକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ଘଟଣାସ୍ଥଳରୁ ପୋଲିସ ଛତ୍ରଭଙ୍ଗ ଦେଇଥିଲା। ଏହାର ସୁଯୋଗ ନେଇ ବିକ୍ଷୋଭକାରୀମାନେ ପୋଲିସର ୧୦ର ଅଧିକ ଗାଡି ପୋଡି ଦେଇଥିଲେ ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୨ରେ ଶାତାଧିକ ସାଧୁ ଗଣେଷ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ କୌଣସି କାରଣରୁ ବିବାଦ ଦେଖାଦେଇଥିଲା। ଆଇନ୍ ଶୃଙ୍ଗଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story