ଆସୁଛି ବାତ୍ୟା ‘ଓଖି’: ୨୪ ଘଣ୍ଟା ମଧ୍ୟରେ ରଚିବ ତାଣ୍ଡବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ଘୂର୍ଣ୍ଣିଝଡ଼ ଏବେ ବାତ୍ୟାର ରୂପ ନେବାର ଆଶଙ୍କା ଦେଖାଦେଇଛି। ଏହି ବାତ୍ୟାର ନାଁ ରଖାଯାଇଛି ‘ଓଖି’। ଏହାର ପ୍ରଭାବରେ ଲାକ୍ଷାଦୀପ, ତାମିଲନାଡୁ, କେରଳରେ ବର୍ଷା ଆରମ୍ଭ ହୋଇଗଲାଣି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ବଢ଼ିବ। କେତେକ ସ୍ଥାନରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି।  ବର୍ଷା ସହିତ ଜୋରରେ ପବନ ବହିବାର ଆଶଙ୍କା ମଧ୍ୟ ଅଛି। ତେଣୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। […]

269c194f35ce59c6e3dab98cd10ef2e0

269c194f35ce59c6e3dab98cd10ef2e0

Rakesh Mallick
  • Published: Thursday, 30 November 2017
  • Updated: 05 December 2017, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ଘୂର୍ଣ୍ଣିଝଡ଼ ଏବେ ବାତ୍ୟାର ରୂପ ନେବାର ଆଶଙ୍କା ଦେଖାଦେଇଛି। ଏହି ବାତ୍ୟାର ନାଁ ରଖାଯାଇଛି ‘ଓଖି’। ଏହାର ପ୍ରଭାବରେ ଲାକ୍ଷାଦୀପ, ତାମିଲନାଡୁ, କେରଳରେ ବର୍ଷା ଆରମ୍ଭ ହୋଇଗଲାଣି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ବଢ଼ିବ। କେତେକ ସ୍ଥାନରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି।  ବର୍ଷା ସହିତ ଜୋରରେ ପବନ ବହିବାର ଆଶଙ୍କା ମଧ୍ୟ ଅଛି। ତେଣୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ବାତ୍ୟା ଓଖି ଲାକ୍ଷାଦ୍ୱୀପ ଦେଇ ଅତିକ୍ରମ କରିବାର ସମ୍ଭାବନା ହେବ। କେରଳ ତିରୁବନନ୍ତପୁରମ ଓ କୋଲମ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଖସିବାର ରିପୋର୍ଟ ମଧ୍ୟ ଆସିଥିବା ବେଳେ ଉଦ୍ଧାର ଓ ରିଲିଫ ପାଇଁ କନ୍ୟାକୁମାରୀରେ ୪ଟି NDRF ଟିମ୍ ପହଞ୍ଚିଛି। ଏହାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ତାମିଲନାଡୁରେ ୪ଜଣଙ୍କର ମୃତ୍ୟୁ ହେଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story