କେନ୍ଦ୍ର କର୍ମଚାରୀଙ୍କର ବଢିଲା ମହଙ୍ଗାଭତ୍ତା

ନୂଆଦିଲ୍ଲୀ: ବଢିଲା ମହଙ୍ଗାଭତ୍ତା । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)  ୧ ପ୍ରତିଶତ ବୃଦ୍ଧି କରାଯାଇଛି।  କେନ୍ଦ୍ର କ୍ୟାବିନେଟର ଆଜି ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି। ଏଥିସହ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି ପାଇଁ ପ୍ରସ୍ତାବିତ ବିଲକୁ ମଞ୍ଜୁରୀ ମିଳିଛି। ଏହା ଫଳରେ ବେସରକାରୀ କର୍ମଚାରୀ ବି ଲାଭବାନ ହେବେ ବୋଲି କୁହାଯାଇଛି। ତେବେ ପୂର୍ବରୁ କେନ୍ଦ୍ର କର୍ମଚାରୀ ୪ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 10:55 PM IST

Sports

Latest News

ନୂଆଦିଲ୍ଲୀ: ବଢିଲା ମହଙ୍ଗାଭତ୍ତା । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)  ୧ ପ୍ରତିଶତ ବୃଦ୍ଧି କରାଯାଇଛି।  କେନ୍ଦ୍ର କ୍ୟାବିନେଟର ଆଜି ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି। ଏଥିସହ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି ପାଇଁ ପ୍ରସ୍ତାବିତ ବିଲକୁ ମଞ୍ଜୁରୀ ମିଳିଛି। ଏହା ଫଳରେ ବେସରକାରୀ କର୍ମଚାରୀ ବି ଲାଭବାନ ହେବେ ବୋଲି କୁହାଯାଇଛି। ତେବେ ପୂର୍ବରୁ କେନ୍ଦ୍ର କର୍ମଚାରୀ ୪ ପ୍ରତିଶତ ଡିଏ ପାଉଥିବା ବେଳେ ଏହା ଏହା ଏବେ ୫ ପ୍ରତିଶତ କରାଯାଇଛି  । ଏଥିଯୋଗୁ ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ  ୬୧ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story