ଦାଦ୍ରି ହତ୍ୟା ଘଟଣା: ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଗୋମାଂସ ଖାଇବା ଗୁଜବକୁ ନେଇ ଉତ୍ତର ପ୍ରଦେଶର ଦାଦ୍ରିରେ ଉତ୍ୟକ୍ତ  ଗ୍ରାମବାସୀ ୫୮ ବର୍ଷର ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା  କରିଥିଲେ। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କ୍ରେଜିୱାଲ  ଏହି  ମୃତକ ପରିବାରକୁ ଭେଟିଛନ୍ତି। ମୃତକଙ୍କ  ପରିବାରକୁ ଭେଟିବାକୁ ପ୍ରଶାସନ ତରଫରୁ ପ୍ରଥମେ କେଜ୍ରିୱାଲଙ୍କୁ ବିରୋଧ କରାଯାଇଥିଲା। ତେବେ ପରେ ଅନୁମତି ଦିଆଯାଇଥିଲା। ଅପରପକ୍ଷେ ପୋଲିସ୍ କହିଛି ଯେ ସୁରକ୍ଷା ଦୃଷ୍ଟିରୁ କେଜ୍ରିୱାଲଙ୍କୁ ସେଠାକୁ ଯିବାକୁ କେବଳ ପରାମର୍ଶ ଦିଆଯାଇଥିଲା। ଆଜି ସକାଳେ ଗାଁ […]

kejri

kejri

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 10:25 AM IST

Sports

Latest News

ନୂଆଦିଲ୍ଲୀ: ଗୋମାଂସ ଖାଇବା ଗୁଜବକୁ ନେଇ ଉତ୍ତର ପ୍ରଦେଶର ଦାଦ୍ରିରେ ଉତ୍ୟକ୍ତ  ଗ୍ରାମବାସୀ ୫୮ ବର୍ଷର ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା  କରିଥିଲେ। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କ୍ରେଜିୱାଲ  ଏହି  ମୃତକ ପରିବାରକୁ ଭେଟିଛନ୍ତି।

ମୃତକଙ୍କ  ପରିବାରକୁ ଭେଟିବାକୁ ପ୍ରଶାସନ ତରଫରୁ ପ୍ରଥମେ କେଜ୍ରିୱାଲଙ୍କୁ ବିରୋଧ କରାଯାଇଥିଲା। ତେବେ ପରେ ଅନୁମତି ଦିଆଯାଇଥିଲା। ଅପରପକ୍ଷେ ପୋଲିସ୍ କହିଛି ଯେ ସୁରକ୍ଷା ଦୃଷ୍ଟିରୁ କେଜ୍ରିୱାଲଙ୍କୁ ସେଠାକୁ ଯିବାକୁ କେବଳ ପରାମର୍ଶ ଦିଆଯାଇଥିଲା।

ଆଜି ସକାଳେ ଗାଁ ଲୋକ ବିଶେଷ କରି ଏକ ମହିଳା ଦଳ ସାମ୍ବାଦିକ ଓ ଅନ୍ୟ ପରିଦର୍ଶକଙ୍କୁ ଚାଲିଯିବାକୁ କହିଥିଲେ। ସେମାନଙ୍କ ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି ନକରିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story