ଦକ୍ଷିଣ ଆଫ୍ରିକା: ଧର୍ଷଣ ଅଭିଯୋଗରେ ନେଲସନ୍ ମାଣ୍ଡେଲାଙ୍କ ନାତି ଗିରଫ

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ନେଲସନ୍ ମାଣ୍ଡେଲାଙ୍କର ଜଣେ ନାତିଙ୍କ ବିରୁଦ୍ଧରେ ଆସିଛି ଧର୍ଷଣ ଅଭିଯୋଗ। ଜଣେ ୧୫ ବର୍ଷୀୟ ଝିଅକୁ ଧର୍ଷଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆସନ୍ତା ସପ୍ତାହରେ କୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି କରିବେ। ସେଥିପାଇଁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଅଗଷ୍ଟ ୭ ତାରିଖରେ ଏକ ହୋଟେଲର ଶୌଚାଳୟରେ ଝିଅଟିକୁ ସେ ଧର୍ଷଣ କରିଥିବା ଅଭିଯୋଗ ହୋଇଛି। ତେବେ ଦକ୍ଷିଣ ଆଫ୍ରିକାର ଆଇନ ଅନୁଯାୟୀ ଏହି […]

southafrica

southafrica

Rakesh Mallick
  • Published: Friday, 21 August 2015
  • Updated: 04 May 2017, 03:45 PM IST

Sports

Latest News

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ନେଲସନ୍ ମାଣ୍ଡେଲାଙ୍କର ଜଣେ ନାତିଙ୍କ ବିରୁଦ୍ଧରେ ଆସିଛି ଧର୍ଷଣ ଅଭିଯୋଗ। ଜଣେ ୧୫ ବର୍ଷୀୟ ଝିଅକୁ ଧର୍ଷଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆସନ୍ତା ସପ୍ତାହରେ କୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି କରିବେ। ସେଥିପାଇଁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ଅଗଷ୍ଟ ୭ ତାରିଖରେ ଏକ ହୋଟେଲର ଶୌଚାଳୟରେ ଝିଅଟିକୁ ସେ ଧର୍ଷଣ କରିଥିବା ଅଭିଯୋଗ ହୋଇଛି। ତେବେ ଦକ୍ଷିଣ ଆଫ୍ରିକାର ଆଇନ ଅନୁଯାୟୀ ଏହି ମାମଲାରେ ସେ ଦୋଷୀ ପ୍ରମାଣିତ ନହେବା ପର୍ଯ୍ୟନ୍ତ ତାଙ୍କ ନାଁ ପ୍ରକାଶ କରାଯାଇ ପାରିବ ନାହିଁ। ତେବେ ତାଙ୍କ ବୟସ ହେଉଛି ୨୪ ବର୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story