ଦକ୍ଷିଣ କୋରଲିନା ଚର୍ଚ୍ଚରେ ଗୁଳିକାଣ୍ଡ

କଲମ୍ୱିଆ: ଆମେରିକାର ଦକ୍ଷିଣ କୋରଲିନାର ଏକ ଚର୍ଚ୍ଚରେ  ଜଣେ ଅଜଣା ବନ୍ଧୁକଧାରୀ ଅତର୍କିତ ଗୁଳି ଚାଳନା କରିଛି । ତେବେ ଏହି ଘଟଣାରେ ମୃତ ଓ ଆହତଙ୍କ ସବିଶେଷ ସୂଚନା ମିଳିପାରି ନାହିଁ। ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ ଚର୍ଚ୍ଚ ଭିତରେ ଏକାଧିକ ମୃତଦେହ ପଡି ରହିଥିବା ଜଣାପଡିଛି। ଏହି ଆକ୍ରମଣରେ ବହୁ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ଖବର ଲେଖାଯିବା ପର୍ଯ୍ୟନ୍ତ ସଂପୃକ୍ତ ଦୁର୍ବୃତ୍ତ ଓ ପୋଲିସ୍ ମଧ୍ୟରେ ଗୁଳିବିନିମୟ ଚାଲିଛି । […]

firing-

firing-

Rakesh Mallick
  • Published: Thursday, 18 June 2015
  • Updated: 04 May 2017, 03:45 PM IST

Sports

Latest News

କଲମ୍ୱିଆ: ଆମେରିକାର ଦକ୍ଷିଣ କୋରଲିନାର ଏକ ଚର୍ଚ୍ଚରେ  ଜଣେ ଅଜଣା ବନ୍ଧୁକଧାରୀ ଅତର୍କିତ ଗୁଳି ଚାଳନା କରିଛି । ତେବେ ଏହି ଘଟଣାରେ ମୃତ ଓ ଆହତଙ୍କ ସବିଶେଷ ସୂଚନା ମିଳିପାରି ନାହିଁ। ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ ଚର୍ଚ୍ଚ ଭିତରେ ଏକାଧିକ ମୃତଦେହ ପଡି ରହିଥିବା ଜଣାପଡିଛି। ଏହି ଆକ୍ରମଣରେ ବହୁ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି ।

ଖବର ଲେଖାଯିବା ପର୍ଯ୍ୟନ୍ତ ସଂପୃକ୍ତ ଦୁର୍ବୃତ୍ତ ଓ ପୋଲିସ୍ ମଧ୍ୟରେ ଗୁଳିବିନିମୟ ଚାଲିଛି । ଆକ୍ରମଣକାରୀକୁ ଧରିବା ପାଇଁ ଚର୍ଚ୍ଚକୁ ପୋଲିସ ଘେରାଉ କରିଛି।

ଆମେରିକା ସମୟ ଅନୁସାରେ ବୁଧବାର ରାତି ପ୍ରାୟ ୯ ଟା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ଏହା ଆମରିକାର ସବୁଠାରୁ ପୁରୁଣା ଐତିହାସିକ ଆଫ୍ରିକୀୟ-ଆମେରିକୀୟ ଚର୍ଚ୍ଚ। ୧୮୬୫ ମସିହାରେ ଏହାର ନିର୍ମାଣ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story