କଲମ୍ୱିଆ: ଆମେରିକାର ଦକ୍ଷିଣ କୋରଲିନାର ଏକ ଚର୍ଚ୍ଚରେ ଜଣେ ଅଜଣା ବନ୍ଧୁକଧାରୀ ଅତର୍କିତ ଗୁଳି ଚାଳନା କରିଛି । ତେବେ ଏହି ଘଟଣାରେ ମୃତ ଓ ଆହତଙ୍କ ସବିଶେଷ ସୂଚନା ମିଳିପାରି ନାହିଁ। ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ ଚର୍ଚ୍ଚ ଭିତରେ ଏକାଧିକ ମୃତଦେହ ପଡି ରହିଥିବା ଜଣାପଡିଛି। ଏହି ଆକ୍ରମଣରେ ବହୁ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି ।
ଖବର ଲେଖାଯିବା ପର୍ଯ୍ୟନ୍ତ ସଂପୃକ୍ତ ଦୁର୍ବୃତ୍ତ ଓ ପୋଲିସ୍ ମଧ୍ୟରେ ଗୁଳିବିନିମୟ ଚାଲିଛି । ଆକ୍ରମଣକାରୀକୁ ଧରିବା ପାଇଁ ଚର୍ଚ୍ଚକୁ ପୋଲିସ ଘେରାଉ କରିଛି।
ଆମେରିକା ସମୟ ଅନୁସାରେ ବୁଧବାର ରାତି ପ୍ରାୟ ୯ ଟା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ଏହା ଆମରିକାର ସବୁଠାରୁ ପୁରୁଣା ଐତିହାସିକ ଆଫ୍ରିକୀୟ-ଆମେରିକୀୟ ଚର୍ଚ୍ଚ। ୧୮୬୫ ମସିହାରେ ଏହାର ନିର୍ମାଣ କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।