ଅଲଗା ହେଲେ ଦାଉଦ-ଶକିଲ: ଭାଙ୍ଗିଲା ୩୦ ବର୍ଷ କଳା କାରନାମର ସମ୍ପର୍କ

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ ହାଉଦ ଇବ୍ରାହିମ ଏବଂ ତାର ସହଯୋଗୀ ଛୋଟା ଶକିଲ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ତିନି ଦଶନ୍ଦି ଧରି ଥିବା ଉଭୟଙ୍କ ବନ୍ଧୁତ୍ୱରେ ପୂର୍ଣ୍ଣେଚ୍ଛେଦ ପଡ଼ିଛି। ଏବେ ଉଭୟ ନିଜ ନିଜ ଗ୍ରୁପ୍‌ ନେଇ ନୂଆ ରଣନୀତି ପ୍ରସ୍ତୁତରେ ଲାଗି ପଡିଛନ୍ତି। ଏହା ଭାରତ ପାଇଁ ଖଉସି ଖବର ହୋଇଥିବା ବେଳେ ପାକିସ୍ତାନ ସେନାର ଚିନ୍ତା ବଢାଇ ଦେଇଛି। କାରଣ ଦାଉଦ ଓ ଶକିଲ ସହାୟତାରେ ପାକିସ୍ତାନ ସେନା ଭାରତରେ ଅଶାନ୍ତି ସୃଷ୍ଟି କରିବାର […]

daud

daud

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 10:23 AM IST

Sports

Latest News

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ ହାଉଦ ଇବ୍ରାହିମ ଏବଂ ତାର ସହଯୋଗୀ ଛୋଟା ଶକିଲ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ତିନି ଦଶନ୍ଦି ଧରି ଥିବା ଉଭୟଙ୍କ ବନ୍ଧୁତ୍ୱରେ ପୂର୍ଣ୍ଣେଚ୍ଛେଦ ପଡ଼ିଛି। ଏବେ ଉଭୟ ନିଜ ନିଜ ଗ୍ରୁପ୍‌ ନେଇ ନୂଆ ରଣନୀତି ପ୍ରସ୍ତୁତରେ ଲାଗି ପଡିଛନ୍ତି। ଏହା ଭାରତ ପାଇଁ ଖଉସି ଖବର ହୋଇଥିବା ବେଳେ ପାକିସ୍ତାନ ସେନାର ଚିନ୍ତା ବଢାଇ ଦେଇଛି। କାରଣ ଦାଉଦ ଓ ଶକିଲ ସହାୟତାରେ ପାକିସ୍ତାନ ସେନା ଭାରତରେ ଅଶାନ୍ତି ସୃଷ୍ଟି କରିବାର ଯେଉଁ ପ୍ରୟାସ ଚଳାଇଥିଲା ସେଥିରେ ବାଧା ଉପୁଜିବ ବୋଲି ଆଶଙ୍କା କରୁଛି।

ସୂଚନାଯୋଗ୍ୟ, ୧୯୮୦ରେ ଶକିଲ, ଦାଉଦ ସହ ଭାରତ ଛାଡିଥିଲା। ସେବେଠାରୁ ଉଭୟ ଏକାଠି କାମ କରୁଛନ୍ତି। ଏବେ ଉଭୟଙ୍କ ମଧ୍ୟରେ ବିବାଦ ସେମାନଙ୍କ ବାଟକୁ ମଧ୍ୟ ଅଲଗା କରିଦେଇଛି।

ଟାଇନ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ ଦାଉଦ ଓ ଶକିଲ ମଧ୍ୟରେ ଏହି ବିବାଦର କାରଣ ହେଉଛି ଦାଉଦର ଭାଇ ଅନୀସ ଇବ୍ରାହିମ। କାରବାରରେ ଅନୀସର ହସ୍ତକ୍ଷେପ ପାଇଁ ଦାଉଦ ଓ ଶକିଲ ମଧ୍ୟରେ କଥା କଟାକଟି ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି।

ସୂଚନାଯୋଗ୍ୟ ଅନୀସ ମଧ୍ୟ ପାକିସ୍ତାନରେ ରହୁଛି। କିଛିଦିନ ହେବ ସେ ନିଜ ଗ୍ରୁପ୍‌ ସହାୟତାରେ ଦାଉଦ କାମରେ ହସ୍ତକ୍ଷେପ କରୁଛି। ଯାହାକୁ ନେଇ ଶକିଲ ଅସନ୍ତୁଷ୍ଠ ଥିଲା ଓ ଏହାକୁ ନେଇ ଦାଉଦ ସହ ତା’ର ଝଗଡା ହୋଇଥିଲା। ଏହାପରେ ଦାଉଦ ଦୁବାଇରେ ନିଜ ଖାସ୍‌ ଲୋକଙ୍କୁ ନେଇ ଏକ ମିଟିଂ କରିଥିଲା। ପରେ ଶକିଲ ମଧ୍ୟ ନିଜ ଖାସ୍‌ ଲୋକଙ୍କୁ ନେଇ ମିଟିଂ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story