ଜେଟିଲୀଙ୍କୁ କ୍ଷମା ମାଗନ୍ତୁ କେଜ୍ରିୱାଲ: ବିଜେପି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟିଲୀଙ୍କୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ବିଜେପି ଦାବି କରିଛି। ଏଥିସହ ବିଜେପି କହିଛି କେଜ୍ରିୱାଲ ଭିତ୍ତିହୀନ ଅଭିଯୋଗ ଉଠାଇଥିଲେ ଯାହା ପ୍ରମାଣ ହୋଇଛି। ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ ବା ଡିଡିସିଏ ଦୁର୍ନୀତି ମାମଲାରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ ତଦନ୍ତକାରୀ ଟିମ୍ ଦେଇଥିବା ରିପୋର୍ଟରେ ଜେଟିଲୀଙ୍କ ନାଁ ନାହିଁ। ପୂର୍ବରୁ ଡିଡିସିଏ ଅଧ୍ୟକ୍ଷ ଥିବାବେଳେ ଜେଟଲୀଙ୍କ ବିରୋଧରେ କୌଣସି […]

arvind-kejriwal

arvind-kejriwal

Rakesh Mallick
  • Published: Monday, 28 December 2015
  • Updated: 28 December 2015, 11:17 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟିଲୀଙ୍କୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ବିଜେପି ଦାବି କରିଛି। ଏଥିସହ ବିଜେପି କହିଛି କେଜ୍ରିୱାଲ ଭିତ୍ତିହୀନ ଅଭିଯୋଗ ଉଠାଇଥିଲେ ଯାହା ପ୍ରମାଣ ହୋଇଛି। ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ ବା ଡିଡିସିଏ ଦୁର୍ନୀତି ମାମଲାରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ ତଦନ୍ତକାରୀ ଟିମ୍ ଦେଇଥିବା ରିପୋର୍ଟରେ ଜେଟିଲୀଙ୍କ ନାଁ ନାହିଁ।

ପୂର୍ବରୁ ଡିଡିସିଏ ଅଧ୍ୟକ୍ଷ ଥିବାବେଳେ ଜେଟଲୀଙ୍କ ବିରୋଧରେ କୌଣସି ଦୁର୍ନୀତି ନେଇ ରିପୋର୍ଟରେ ମଧ୍ୟ ପ୍ରକାଶ ପାଇନି। କିନ୍ତୁ ଦିଲ୍ଲୀର ଭିଜିଲାନ୍ସ ସଚିବ ଚେତନ ସାଂଘିଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଟି ତାଙ୍କ ରିପୋର୍ଟରେ କହିଛନ୍ତି ଡିଡିସିଏ ନାଁରେ ଏକାଧିକ ଅଭିଯୋଗ ଆସିଥିବାରୁ ବିସିସିଆଇ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କର୍ପୋରେଟ ବକ୍ସ ନିର୍ମାଣ ଓ ବୟସ ଯାଞ୍ଚ ପ୍ରମାଣପତ୍ରରେ ଜାଲିଆଦି ଆଦି ଅନେକ ଅନିୟମିତତା ରିପୋର୍ଟରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story