୩ ଦିନ ତଳେ ପ୍ରାଣ ହରାଇଥିଲେ, ଏବେ କରୋନାରେ ଆକ୍ରାନ୍ତଙ୍କ ଥିବା ଜଣାପଡ଼ିଲା

ଇନ୍ଦୋର: ମଧ୍ୟପ୍ରଦେଶର ଉଜ୍ଜୟୀନରେ ୩ ଦିନ ତଳେ ପ୍ରାଣ ହରାଇଥିବା ୩୮ ବର୍ଷୀୟ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ଥିବା ଆଜି ସାମ୍ନାକୁ ଆସିଛି। ଏହାର ଅର୍ଥ କରୋନା ଯୋଗୁ ମଧ୍ୟପ୍ରଦେଶରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାପୂର୍ବରୁ ଇନ୍ଦୋରରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଓ ଉଜ୍ଜୟୀନରେ ଜଣେ ମହିଳା କରୋନା ଯୋଗୁ ପ୍ରାଣ ହରାଇଥିଲେ। ଉଜ୍ଜୟୀନର ମୁଖ୍ୟ ମେଡିକାଲ ଓ ସ୍ୱାସ୍ଥ୍ୟ ଅଫିସର ଡା.ଅନୂସୟା ଗାୱଲି କହିଛନ୍ତି, “୩ ଦିନ ତଳେ ପ୍ରାଣ ହରାଇଥିବା […]

d

d

Hemant Lenka
  • Published: Monday, 30 March 2020
  • Updated: 30 March 2020, 03:36 PM IST

Sports

Latest News

ଇନ୍ଦୋର: ମଧ୍ୟପ୍ରଦେଶର ଉଜ୍ଜୟୀନରେ ୩ ଦିନ ତଳେ ପ୍ରାଣ ହରାଇଥିବା ୩୮ ବର୍ଷୀୟ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ଥିବା ଆଜି ସାମ୍ନାକୁ ଆସିଛି। ଏହାର ଅର୍ଥ କରୋନା ଯୋଗୁ ମଧ୍ୟପ୍ରଦେଶରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାପୂର୍ବରୁ ଇନ୍ଦୋରରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଓ ଉଜ୍ଜୟୀନରେ ଜଣେ ମହିଳା କରୋନା ଯୋଗୁ ପ୍ରାଣ ହରାଇଥିଲେ।

ଉଜ୍ଜୟୀନର ମୁଖ୍ୟ ମେଡିକାଲ ଓ ସ୍ୱାସ୍ଥ୍ୟ ଅଫିସର ଡା.ଅନୂସୟା ଗାୱଲି କହିଛନ୍ତି, “୩ ଦିନ ତଳେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କର ରକ୍ତ ନମୁନାକୁ ଆମେ ପରୀକ୍ଷା ପାଇଁ ମହାତ୍ମା ଗାନ୍ଧି ମେମୋରିଆଲ ମେଡିକାଲ କଲେଜକୁ ପଠାଇଥିଲୁ। ଆଜି ଏହାର ରିପୋର୍ଟ ଆମକୁ ମିଳିଛି। ଏହି ବ୍ୟକ୍ତି ଜଣଙ୍କ କରୋନା ଭାଇରସରେ ସଂକ୍ରମିତ ଥିଲେ।

୨୭ ତାରିଖ ରାତିରେ ବ୍ୟକ୍ତି ଜଣଙ୍କ ଗୁରୁତର ଅବସ୍ଥାରେ ମାଧବ ନଗର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ ରହିଥିଲା।

ସେହିପରି ସେ ଛାତି ଯନ୍ତ୍ରଣା ନେଇ ମଧ୍ୟ ଅଭିଯୋଗ କରିଥିଲେ। ପ୍ରଥମେ ସେ ଜଣେ ହୃଦରୋଗୀ ଭଳି ଲାଗୁଥିଲେ। ହେଲେ ଏବେ ସେ କରୋନାରେ ପ୍ରାଣ ହରାଇଥିବା ପରୀକ୍ଷାରୁ ଜଣାପଡ଼ିଛି।” ମଧ୍ୟପ୍ରଦେଶରେ ଏଯାଏ ୪୭ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story