ଏଲ୍‌ଫିନଷ୍ଟୋନ ଷ୍ଟେସନ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି

ମୁମ୍ବାଇ: ଏଲ୍‌ଫିନଷ୍ଟୋନ ଷ୍ଟେସନ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି । କେଇଏମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୨ରୁ ବଢି ୨୩ରେ ପହଞ୍ଚିଛି । ଏଲଫିନଷ୍ଟୋନ୍ ଷ୍ଟେସନ୍ ଦଳାଚକଟା ଘଟଣାରେ ରେଳମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ପଶ୍ଚିମ ରେଳବାଇର ମୁଖ୍ୟାଳୟ ଚର୍ଚ୍ଚଗେଟରେ  ଚାଲିଥିବା ବୈଠକରେ ରେଲେୱେ ବୋର୍ଡ ଚେୟାରମ୍ୟାନଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି। ଗତକାଲିର ଘଟଣାକୁ ଗୁରୁତର ସହ ନେଇଛି ରେଳ […]

stampade

stampade

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 03:25 PM IST

ମୁମ୍ବାଇ: ଏଲ୍‌ଫିନଷ୍ଟୋନ ଷ୍ଟେସନ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି । କେଇଏମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୨ରୁ ବଢି ୨୩ରେ ପହଞ୍ଚିଛି । ଏଲଫିନଷ୍ଟୋନ୍ ଷ୍ଟେସନ୍ ଦଳାଚକଟା ଘଟଣାରେ ରେଳମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।

ପଶ୍ଚିମ ରେଳବାଇର ମୁଖ୍ୟାଳୟ ଚର୍ଚ୍ଚଗେଟରେ  ଚାଲିଥିବା ବୈଠକରେ ରେଲେୱେ ବୋର୍ଡ ଚେୟାରମ୍ୟାନଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି। ଗତକାଲିର ଘଟଣାକୁ ଗୁରୁତର ସହ ନେଇଛି ରେଳ ବିଭାଗ।    ଘଟଣାସ୍ଥଳରେ ଯଥାଶୀଘ୍ର ମରାମତି ସହ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ପିୟୁସ ଗୋଏଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story