ଯୁଦ୍ଧ ପ୍ରସ୍ତୁତି ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ମାଗିଲା ୨୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଡୋକଲାମକୁ ନେଇ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇ ରହିଛନ୍ତି। ଚୀନ ଗଣମାଧ୍ୟମଗୁଡ଼ିକରେ ବାରମ୍ବାର ଭାରତକୁ ଯୁଦ୍ଧ ଧମକ ଦିଆଯାଉଛି। ଏଭଳି ଏକ ସମୟରେ ଯୁଦ୍ଧ ପ୍ରସ୍ତୁତି ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ମାଗିଛି। ୨୦୧୭ରେ କେନ୍ଦ୍ର ସରକାର ୨,୭୪,୧୧୩ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରିଥିଲେ। ଏହା ଦେଶର ମୋଟ ଜିଡିପିର ୧.୬୨ […]

arjun

arjun

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 10:44 AM IST

Sports

Latest News

ନୂଆଦିଲ୍ଲୀ: ଡୋକଲାମକୁ ନେଇ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇ ରହିଛନ୍ତି। ଚୀନ ଗଣମାଧ୍ୟମଗୁଡ଼ିକରେ ବାରମ୍ବାର ଭାରତକୁ ଯୁଦ୍ଧ ଧମକ ଦିଆଯାଉଛି। ଏଭଳି ଏକ ସମୟରେ ଯୁଦ୍ଧ ପ୍ରସ୍ତୁତି ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ମାଗିଛି।

୨୦୧୭ରେ କେନ୍ଦ୍ର ସରକାର ୨,୭୪,୧୧୩ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରିଥିଲେ। ଏହା ଦେଶର ମୋଟ ଜିଡିପିର ୧.୬୨ ପ୍ରତିଶତ ଥିଲା।

ନିକଟରେ ସିଏଜି ରିପୋର୍ଟରୁ ଜଣାପଡ଼ିଥିଲା ଯେ ସେନା ପାଖରେ ମାତ୍ର ୧୦ ଦିନ ଯୁଦ୍ଧ କରିବା ପାଇଁ ଗୋଳାବାରୁଦ ମହଜୁଦ ରହିଛି। ମୋଟ ୧୫୨ ପ୍ରକାର ଗୋଳାବାରୁଦ ମଧ୍ୟରୁ ମାତ୍ର ୨୦% ଅର୍ଥାତ ୩୧ଟିର ଜମା ସନ୍ତୋଷଜନକ ରହିଛି। ଅନ୍ୟ ପକ୍ଷରେ ୬୧ ପ୍ରକାରର ଗୋଳାବାରୁଦର ଷ୍ଟକ୍ ଚିନ୍ତାଜନକ ରହିଛି। ଭାରତ ପାଖରେ ଅତିକମ୍‌ରେ ୨୦ ଦିନର ଯୁଦ୍ଧ ପାଇଁ ଗୋଳାବାରୁଦ ମହଜୁଦ ରହିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story