ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର: ଦିଲ୍ଲୀରେ ଫୁଟିଲା ବାଣ, ବଢ଼ିଲା ପ୍ରଦୂଷଣ ସ୍ତର

ନୂଆଦିଲ୍ଲୀ: ସାରା ଦେଶ ଧୁମଧାମ୍‌ରେ ପାଳନ କରିଛି ଆଲୋକର ପୂର୍ବ ଦୀପାବଳି।  ଗତକାଲି ବାଣ ଫୁଟିବା ପରେ ଆଜି ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ୨୪ ଗୁଣ ଯାଏଁ ବୃଦ୍ଧି ପାଇଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଆଜି ସକାଳ ୬ଟା ମଧ୍ୟରେ ଜାରି କରିଥିବା ରିପୋର୍ଟ ଅନୁସାରେ ଆତସବାଜି ଯୋଗୁଁ ଦିଲ୍ଲୀ ସହରର ବାୟୁ ମଣ୍ଡଳ ସଂପୂର୍ଣ୍ଣ ଭାବେ ପ୍ରଦୂଷଣ ହୋଇଛି। ସହରର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଦୂଷଣ ସ୍ତର […]

Rakesh Mallick
  • Published: Friday, 20 October 2017
  • Updated: 20 October 2017, 09:20 AM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶ ଧୁମଧାମ୍‌ରେ ପାଳନ କରିଛି ଆଲୋକର ପୂର୍ବ ଦୀପାବଳି।  ଗତକାଲି ବାଣ ଫୁଟିବା ପରେ ଆଜି ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ୨୪ ଗୁଣ ଯାଏଁ ବୃଦ୍ଧି ପାଇଛି।

delhiଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଆଜି ସକାଳ ୬ଟା ମଧ୍ୟରେ ଜାରି କରିଥିବା ରିପୋର୍ଟ ଅନୁସାରେ ଆତସବାଜି ଯୋଗୁଁ ଦିଲ୍ଲୀ ସହରର ବାୟୁ ମଣ୍ଡଳ ସଂପୂର୍ଣ୍ଣ ଭାବେ ପ୍ରଦୂଷଣ ହୋଇଛି। ସହରର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଦୂଷଣ ସ୍ତର ସାମାନ୍ୟଠାରୁ ଢେର୍‌ ଅଧିକ ବୃଦ୍ଧି ପାଇଛି। ଏଥିସହ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରା  ୨୪ ଗୁଣରୁ ଅଧିକ ରେକର୍ଟ କରାଯାଇଛି।

ଆଜି ସକାଳ ୬ଟା ପର୍ଯ୍ୟନ୍ତ  ଇଣ୍ଡିଆ ଗେଟ୍‌ର ପ୍ରଦୂଷଣ ମାତ୍ରା ୯୧୧ମାଇକ୍ରୋନ୍‌ ଥିଲା। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ରେକର୍ଟ ଅନୁସାରେ ଆରକେ ପୁରମ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ୭୭୬ ମାଇକ୍ରୋନ୍‌ ରହିଛି। ଯାହା ସାମାନ୍ୟଠାରୁ ୧୩ ଗୁଣ ଅଧିକ। ଅଶୋକ ବିହାର ଅଞ୍ଚଳରେ ୮୨୦ ମାଇକ୍ରୋନ୍‌ ରହିଛି। ସାମାନ୍ୟ ଠାରୁ ଏହା ୧୪ ଗୁଣରୁ ଅଧିକ। ସେହିପରି ଆନନ୍ଦ ବିହାରରେ ୬୧୭ ମାଇକ୍ରୋନ୍‌ ରହିଛି। ଯାହା ୧୦ ଗୁଣରୁ ଅଧିକ।

ବାଣ ଉପରେ ସୁପ୍ରିମକୋର୍ଟ ବାରଣ ଲଗାଇ  ଦିଲ୍ଲୀର ବାୟୁ ମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରିବାକୁ ଚାହୁଁଥିଲେ।  କିନ୍ତୁ ଦୀପାବଳିର ପରର ସକାଳରୁ ଜଣା ପଡ଼ିଛି ପ୍ରଦୂଷଣର ସ୍ତର ସାମାନ୍ୟଠାରୁ ଅଧିକ ବଢ଼ି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story