କମଲ ହାସନଙ୍କ ବିବାଦୀୟ ମନ୍ତବ୍ୟର ବିଚାର କରିବାକୁ ଇସିଙ୍କୁ କହିଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ: ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍‌ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଧର୍ମ ଆଧାରରେ ଯେଉଁ ମନ୍ତବ୍ୟ ରଖିଥିଲେ ତା’ର ବିଚାର କରିବା ପାଇଁ ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ତେବେ ଏହି ଘଟଣା ତାମିଲନାଡୁରେ ହୋଇଥିବାରୁ ସ୍ଥାନୀୟ କୋର୍ଟରେ ଆବେଦନ କରିବା ପାଇଁ ଆବେଦନକାରୀ ବିଜେପି ନେତା ଅଶ୍ୱିନା ଉପାଧ୍ୟାୟଙ୍କୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ କମଲ ହାସନ ପ୍ରଚାର କରୁଥିବା ବେଳେ କହିଥିଲେ […]

delhi high court on kamal hassan

delhi high court on kamal hassan

Subhransu Sekhar
  • Published: Wednesday, 15 May 2019
  • Updated: 15 May 2019, 03:01 PM IST

Sports

Latest News

ଦିଲ୍ଲୀ: ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍‌ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଧର୍ମ ଆଧାରରେ ଯେଉଁ ମନ୍ତବ୍ୟ ରଖିଥିଲେ ତା'ର ବିଚାର କରିବା ପାଇଁ ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ତେବେ ଏହି ଘଟଣା ତାମିଲନାଡୁରେ ହୋଇଥିବାରୁ ସ୍ଥାନୀୟ କୋର୍ଟରେ ଆବେଦନ କରିବା ପାଇଁ ଆବେଦନକାରୀ ବିଜେପି ନେତା ଅଶ୍ୱିନା ଉପାଧ୍ୟାୟଙ୍କୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ କମଲ ହାସନ ପ୍ରଚାର କରୁଥିବା ବେଳେ କହିଥିଲେ ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ଜଣେ ହିନ୍ଦୁ, ତାଙ୍କ ନାଁ ନାଥୁରାମ ଗଡସେ’। ତେବେ ମୁସଲିମ ବହୁଳ ଅଞ୍ଚଳରେ ସେ ପ୍ରଚାର କରୁଥିବାରୁ ଏପରି ମନ୍ତବ୍ୟ ଦେଇ ନଥିବା କହିଥିଲେ କମଲ ହାସନ। ସେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ଆସିଛନ୍ତି ବୋଲି କହିଥିଲେ।
ଏହାକୁ ନେଇ ବିଜେପି ନେତା ଅଶ୍ୱୀନୀ ଉପାଧ୍ୟାୟ ଦିଲ୍ଲୀ ହାଇକୋର୍ଟରେ କମଲ ହାସନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ନିର୍ବାଚନ ବେଳେ କମଲ ହାସନ ଧର୍ମ ଆଧାରରେ ମନ୍ତବ୍ୟ ରଖି ଭୋଟ ଲାଭ ଉଦ୍ଦେଶ୍ୟରେ ଏପରି ମନ୍ତବ୍ୟ ରଖିଛନ୍ତି ବୋଲି ବିଜେପି ନେତା ଜଣଙ୍କ ନିଜ ଆବେଦନରେ ଦର୍ଶାଇଥିଲେ। ଏଥିସହ ନିର୍ବାଚନ ବେଳେ ଧର୍ମ, ଜାତି ଆଧାରରେ ପ୍ରଚାର କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ନିର୍ବାଚନ କମିଶନଙ୍କ ଗାଇଡଲାଇନରେ ରହିଛି। ହେଲେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ କମଲ ହାସନ ଅବମାନନା କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ନେତା ତଥା ଆଇନଜୀବୀ ଅଶ୍ୱୀନୀ ଉପାଧ୍ୟାୟ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story