ଆପ୍‌ ବିଧାୟକଙ୍କୁ ଦୋଷ ଦେଇ ଡାକ୍ତରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଶନିବାର ଜଣେ ଦିଲ୍ଲୀର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଆପ୍‌ର ଜଣେ ବିଧାୟକ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏହି ବିଧାୟକ ଏବଂ ତାଙ୍କର ସହଯୋଗୀ ଉକ୍ତ ଡାକ୍ତରଙ୍କୁ ଧମକାଇ ଟଙ୍କା ମାଗୁଥିବା ଡାକ୍ତର ଜଣକ ଅଭିଯୋଗ ଆଣିଛନ୍ତି। ସୁଇସାଇଡ୍‌ ନୋଟ୍‌ରେ ଏସବୁ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ମୃତ ଡାକ୍ତରଙ୍କ ନାମ ରାଜେନ୍ଦ୍ର ସିଂହ ଏବଂ ତାଙ୍କର ଏକ ପାଣି ଟାଙ୍କି ବ୍ୟବସାୟ ରହିଛି। ଡାକ୍ତର ଜଣକ ନିଜ ରୁମ୍‌ରେ […]

aa

aa

Subrat Kumar Nayak
  • Published: Saturday, 18 April 2020
  • Updated: 18 April 2020, 08:37 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ଜଣେ ଦିଲ୍ଲୀର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଆପ୍‌ର ଜଣେ ବିଧାୟକ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏହି ବିଧାୟକ ଏବଂ ତାଙ୍କର ସହଯୋଗୀ ଉକ୍ତ ଡାକ୍ତରଙ୍କୁ ଧମକାଇ ଟଙ୍କା ମାଗୁଥିବା ଡାକ୍ତର ଜଣକ ଅଭିଯୋଗ ଆଣିଛନ୍ତି। ସୁଇସାଇଡ୍‌ ନୋଟ୍‌ରେ ଏସବୁ ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ମୃତ ଡାକ୍ତରଙ୍କ ନାମ ରାଜେନ୍ଦ୍ର ସିଂହ ଏବଂ ତାଙ୍କର ଏକ ପାଣି ଟାଙ୍କି ବ୍ୟବସାୟ ରହିଛି। ଡାକ୍ତର ଜଣକ ନିଜ ରୁମ୍‌ରେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ଭଡ଼ାଟିଆ ସୂଚନା ଦେଇଛନ୍ତି।

୨ ପୃଷ୍ଠାର ଏହି ସୁଇସାଇଡ୍‌ ନୋଟ୍‌ରେ ସେ କହିଛନ୍ତି, ଆପ୍‌ ବିଧାୟକ ପ୍ରକାଶ ଜରୱାଲ ଏବଂ ସହଯୋଗୀ କପିଲ ନାଗର ତାଙ୍କର ଆତ୍ମହତ୍ୟା ପାଇଁ ଦାୟୀ। ପୁଲିସ୍‌ ଏକ ଡାଏରୀ ମଧ୍ୟ ଜବତ କରିଛି, ଯେଉଁଥିରେ ଆତ୍ମହତ୍ୟା ପୂର୍ବରୁ ଡାକ୍ତରଙ୍କୁ ଦିଆଯାଇଥିବା ନିର୍ଯ୍ୟାତନା ବାବଦରେ ତଥ୍ୟ ରହିଥିବା କୁହାଯାଉଛି।

ଏହି ଡାଏରୀରେ ସେ ଲେଖିଥିଲେ, ଦିଲ୍ଲୀ ଜେଲ୍‌ ବୋର୍ଡ ତାଙ୍କ ଟ୍ୟାଙ୍କରକୁ ଭଡ଼ାରେ ନେଇଥିଲେ। ବିଧାୟକଙ୍କୁ ଟଙ୍କା ନଦେବାରୁ ଏହି ଟ୍ୟାଙ୍କର ସବୁକୁ କାମରୁ ବାହାର କରି ଦିଆଯାଇଥିଲା। ଏହାପରେ ତାଙ୍କୁ ହତ୍ୟା ଧମକ ମିଳିବା ଆରମ୍ଭ ହୋଇଥିଲା ବୋଲି ସେ ଏଥିରେ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story