ବାଇକ୍ ନଥିଲା ବୋଲି ପ୍ରେମିକା ଚିଡ଼ାଇଲା, ୮ ବାଇକ୍ ଚୋରି କଲା ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ ଶନିବାର ଏକ ଅଜବ ଚୋରକୁ ଗିରଫ କରିଛି। ଏ ଚୋର ଜଣକ ପ୍ରେମିକାର ଚିଡ଼େଇବାକୁ ନେଇ ଅଦ୍ଭୁତ କାଣ୍ଡ କରି ବସିଛନ୍ତି। ବାଇକ୍ ନଥିବାରୁ ପ୍ରେମିକା ଚିଡ଼ାଇବାରୁ ଏହି ଚେର ଜଣକ ଏକାଥରେ ୮ଟି ବାଇକ ଚୋରି କରିଛନ୍ତି। ଏହି ଚୋରି ଘଟଣା ଗତ ଫେବୃଆରୀ ୧୪ ବା ଭାଲେଣ୍ଟାଇନ୍ସ ଡେ’ ବେଳର ଏବଂ ଚୋର ଜଣକ ଏବେ ଧରା ପଡ଼ିବା ପରେ ଅସଲ କଥା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, […]

Bike

Bike

Subrat Kumar Nayak
  • Published: Saturday, 07 March 2020
  • Updated: 07 March 2020, 09:51 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍ ଶନିବାର ଏକ ଅଜବ ଚୋରକୁ ଗିରଫ କରିଛି। ଏ ଚୋର ଜଣକ ପ୍ରେମିକାର ଚିଡ଼େଇବାକୁ ନେଇ ଅଦ୍ଭୁତ କାଣ୍ଡ କରି ବସିଛନ୍ତି। ବାଇକ୍ ନଥିବାରୁ ପ୍ରେମିକା ଚିଡ଼ାଇବାରୁ ଏହି ଚେର ଜଣକ ଏକାଥରେ ୮ଟି ବାଇକ ଚୋରି କରିଛନ୍ତି। ଏହି ଚୋରି ଘଟଣା ଗତ ଫେବୃଆରୀ ୧୪ ବା ଭାଲେଣ୍ଟାଇନ୍ସ ଡେ' ବେଳର ଏବଂ ଚୋର ଜଣକ ଏବେ ଧରା ପଡ଼ିବା ପରେ ଅସଲ କଥା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଲଳିତ ନାମକ ଏହି ଚୋର ନିଜ ସାଙ୍ଗ ସାହିଦ ସହ ମିଶି ଏଭଳି କାଣ୍ଡ କରିଛି। ଏହା ପୂର୍ବରୁ ଲଗାତାର ଚୋରି ଦିଲ୍ଲୀ ପୁଲିସର ନିଦ ହଜାଇ ଦେଇଥିଲା। ପୁଲିସ୍ ଏହାପରେ ଏମାନଙ୍କୁ ଧରିବା ପାଇଁ ଟିମ୍ ଗଠନ କରିଥିଲା। ଶେଷରେ ଆଜି ଏହି ମିଶନ ସଫଳ ହୋଇଛି।

ଆଜି ଦୁଇ ଜଣ ଏକ ୧.୮ ଲକ୍ଷ ଟଙ୍କାର ଗାଡ଼ିରେ ବିନା ନମ୍ବର ପ୍ଲେଟରେ ଯାଉଥିଲେ। ପୁଲିସ ପାଇଁ ଏଥିରୁ ସବୁକିଛି ବୁଝା ପଡ଼ିଯାଇଥିଲା। ପୁଲିସ୍ ଏମାନଙ୍କୁ କାବୁ କରି ଇଞ୍ଜିନ୍ ଓ ଚେସିସ୍ ନମ୍ବର ମେଳାଇବାରୁ ସବୁ କିଛି ଧରାପଡ଼ିଯାଇଥିଲା। ଏହାପରେ ଲଳିତ କହିଥିଲା, ସେ ନବମ ଶ୍ରେଣୀ ପାଶ୍। ଭାଲେଣ୍ଟାଇନ୍ସ ଡେ'ରେ ପ୍ରେମିକା ବାଇକ ପାଇଁ ଚିଡ଼ାଇବା ତା'କୁ ଭାରି ବାଧିଥିଲା। ଫଳରେ ଏଭଳି ଚୋରି କରିବାକୁ ଭାବିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story