ଦିଲ୍ଲୀରେ ସନ୍ଦିଗ୍ଧ ଆଇଏସ୍‌ଆଇଏସ୍ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଶୁକ୍ରବାର ଜଣେ ସନ୍ଦିଗ୍ଧ ଆଇଏସ୍‌ଆଇଏସ୍ ଆତଙ୍କବାଦୀକୁ ଗିରଫ କରାଯାଇଛି। ଆଇଏସବିଟିରୁ ତାକୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ତାକୁ ଗିରଫ କରିଛି। ତା’ଠାରୁ ୮୫ ହଜାର ଟଙ୍କା ଜବତ କରାଯାଇଛି। ଏଇ ଟଙ୍କା ତା’ପାଖକୁ ହାୱାଲା ମାଧ୍ୟମରେ ଆସିଥିଲା। ଏହି ବ୍ୟକ୍ତି ଜଣଙ୍କ ମୁମ୍ବାଇର ବାସିନ୍ଦା ବୋଲି ଜଣାପଡ଼ିଛି।

isis

isis

Rakesh Mallick
  • Published: Friday, 05 February 2016
  • Updated: 05 February 2016, 07:25 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଶୁକ୍ରବାର ଜଣେ ସନ୍ଦିଗ୍ଧ ଆଇଏସ୍‌ଆଇଏସ୍ ଆତଙ୍କବାଦୀକୁ ଗିରଫ କରାଯାଇଛି। ଆଇଏସବିଟିରୁ ତାକୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ତାକୁ ଗିରଫ କରିଛି। ତା’ଠାରୁ ୮୫ ହଜାର ଟଙ୍କା ଜବତ କରାଯାଇଛି। ଏଇ ଟଙ୍କା ତା’ପାଖକୁ ହାୱାଲା ମାଧ୍ୟମରେ ଆସିଥିଲା। ଏହି ବ୍ୟକ୍ତି ଜଣଙ୍କ ମୁମ୍ବାଇର ବାସିନ୍ଦା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos