ମହଙ୍ଗା ହେଲା ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରା: ଅସନ୍ତୋଷ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ମେଟ୍ରୋ ଟ୍ରେନରେ ଯାତ୍ରା କରିବା ମହଙ୍ଗା ହୋଇଛି। ଏହାକୁ ନେଇ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଏହା ଦ୍ୱାରା ଯାତ୍ରୀଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀବାସୀ। ଏହି ବୃଦ୍ଧି ଦ୍ୱାରା ଏବେ ସର୍ବନିମ୍ନ ଦର ୧୦ ଟଙ୍କା ଏବଂ ସର୍ବାଧିକ ଦର ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି।  ନୂଆ ଦର ଅନୁସାରେ ଏଣିକି ୨ କିଲୋମିଟର ଯାତ୍ରା ପାଇଁ ୧୦ ଟଙ୍କା, ଏବଂ ୫ କିଲୋମିଟର […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 09:39 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ମେଟ୍ରୋ ଟ୍ରେନରେ ଯାତ୍ରା କରିବା ମହଙ୍ଗା ହୋଇଛି। ଏହାକୁ ନେଇ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଏହା ଦ୍ୱାରା ଯାତ୍ରୀଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀବାସୀ। ଏହି ବୃଦ୍ଧି ଦ୍ୱାରା ଏବେ ସର୍ବନିମ୍ନ ଦର ୧୦ ଟଙ୍କା ଏବଂ ସର୍ବାଧିକ ଦର ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି।  ନୂଆ ଦର ଅନୁସାରେ ଏଣିକି ୨ କିଲୋମିଟର ଯାତ୍ରା ପାଇଁ ୧୦ ଟଙ୍କା, ଏବଂ ୫ କିଲୋମିଟର ଯାତ୍ରା ପାଇଁ ୨୦ ଟଙ୍କା ଦେବାକୁ ପଡ଼ିବ।  ସେହିପରି ୫ରୁ ୧୨ କିଲୋମିଟର ପାଇଁ ୩୦ ଟଙ୍କା, ୧୨ରୁ ୨୧ କିଲୋମିଟର ପାଇଁ ୪୦ ଓ ୨୧ରୁ ୩୨ କିଲୋମିଟର ଯାତ୍ରା କଲେ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ୩୨ କିଲୋମିଟରରୁ ଅଧିକ ବାଟ ଯାତ୍ରା କଲେ ଗ୍ରାହକଙ୍କୁ ୬୦ ଟଙ୍କା ଦେବାକୁ ପଡ଼ିବ। ତେବେ ସ୍ମାର୍ଟ କାର୍ଡଧାରୀଙ୍କ ପାଇଁ ୧୦ ପ୍ରତିଶତ ରିହାତି ଦିଆଯିବ। ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଗତକାଲି ଏକ ବୈଠକ କରି ନୂଆ ଦର ଧାର୍ଯ୍ୟ କିରିଛି। ଭିଭାଗର ହୋଇଥିବା କ୍ଷତି ଭରଣା ପାଇଁ ଦର ବୃଦ୍ଧିର ଆବଶ୍ୟକତା ରହିଥିବା  ଡିଏମଆରସି ପକ୍ଷରୁ କୁହାଯାଇଛି।

ସେପଟେ ମେଟ୍ରୋ ଦରବୃଦ୍ଧିକୁ ଆମ ଆଦମୀ ପାର୍ଟି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। କାର ମାଲିକ ମାନଙ୍କୁ ସୁହାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଦଳ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story