୨୧ରେ ଆସିବ 2G ସ୍ପେକଟ୍ରମ୍ ମାମଲାର ଚୂଡାନ୍ତ ରାୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ 2G  ସ୍ପେକଟ୍ରମ୍ ମାମଲାରେ  ଆସନ୍ତା ୨୧ ତାରିଖରେ ରାୟ ଶୁଣାଇବେ ପଟ୍ଟିଆଲା ହାଉସ୍ କୋର୍ଟର ସ୍ପେଶାଲ ସିବିଆଇ ଅଦାଲତ। ଆଜି ମାମଲାର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୧ ମସିହାରେ ଦେଶରେ 2G ଆବଣ୍ଟନରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ଆସିଥିଲା। ୧୨୨ଟି ଲାଇସେନ୍ସ ଜାରି ପରେ ସରକାରଙ୍କୁ 30 ହଜାର ୯୮୪ କୋଟି କ୍ଷତି ହୋଇଥିବା ତଥ୍ୟ ସମ୍ନାକୁ ଆସିଥିଲା। ମାମଲାକୁ ନେଇ ବରିଷ୍ଠ ଓକିଲ ତଥା ବିଜେପି […]

2g

2g

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 01:36 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ 2G  ସ୍ପେକଟ୍ରମ୍ ମାମଲାରେ  ଆସନ୍ତା ୨୧ ତାରିଖରେ ରାୟ ଶୁଣାଇବେ ପଟ୍ଟିଆଲା ହାଉସ୍ କୋର୍ଟର ସ୍ପେଶାଲ ସିବିଆଇ ଅଦାଲତ। ଆଜି ମାମଲାର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

୨୦୧୧ ମସିହାରେ ଦେଶରେ 2G ଆବଣ୍ଟନରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ଆସିଥିଲା। ୧୨୨ଟି ଲାଇସେନ୍ସ ଜାରି ପରେ ସରକାରଙ୍କୁ 30 ହଜାର ୯୮୪ କୋଟି କ୍ଷତି ହୋଇଥିବା ତଥ୍ୟ ସମ୍ନାକୁ ଆସିଥିଲା।

ମାମଲାକୁ ନେଇ ବରିଷ୍ଠ ଓକିଲ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । 2G  ସ୍ପେକଟ୍ରମ୍ ମାମଲାରେ ତତ୍କାଳୀନ ଟେଲିକମ୍ ମନ୍ତ୍ରୀ ଏ ରାଜା, କରୁଣାନିଧିଙ୍କ ପୁଅ କାନିମୋଝି, ଶାହିଦ ବଲୱା, ବିନୋଦ ଗୋୟନକାଙ୍କ ସମେତ ଅନ୍ୟ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାର ଯାଞ୍ଚ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story